ବାରମ୍ବାର ପ୍ରେମରେ
ବାରମ୍ବାର ପ୍ରେମରେ
ନୀହାରିକା ମଲ୍ଲିକ
ତୁମେ କୁହ ପ୍ରେମରେ ପଡିବା ସହଜ
କ୍ଷଣଟିଏ ଲୋଡା, ଆଖିରେ ଆଖି ମିଶିବାକୁ
ମନ ସହ ମନ ମିଶିବାକୁ
ଆଉ ତାପରେ ବାସ୍ ହୋଇଯାଏ ପ୍ରେମ ।
ପରଖି ନିରେଖି ପ୍ରେମ କରିହୁଏନି ,
ଆଖିବୁଜି ବିଶ୍ଵାସର ସହ ପିଇଯାଅ
ଆଉ ତା'ପରେ ଦେଖ
ସବୁ ପ୍ରେମମୟ,…