Latest Odisha News

ଡିଜିଜ ‘ଏକ୍ସ’ କରୋନଠାରୁ ବି ଭୟଙ୍କର ମହାମାରୀ: ‘ହୁ’ ଦେଲା ଚେତାବନୀ

 ନୂଆଦିଲ୍ଲୀ: ଯିଏ କରୋନାକୁ ସାମ୍ନା କରିଛି ସେ ଜାଣିଛି ତାର ଭୟବହତା । ସେ ଦିନ..ସେ ଘଟଣା ମନେ ପଡିଗଲେ ଏବେ ଥରିଯାଏ ଦେହ । ସେ ଉଜୁଡ଼ା ପରିବାରକୁ ଦେଖିଲେ ଆଖିରେ ଭରିଯାଏ ଲୁହ । ଗୋଟିଏ ଦୁଃଖ ମନରୁ ନ ଲିଭୁଣୁ ପୁଣି ଡରାଇଲାଣି ଆଉ ଏକ ରୋଗ ‘ଏକ୍ସ’ । ବିଶେଷଜ୍ଞମାନେ ପୁଣି ଏକ ନୂଆ…

ଆସନ୍ତାକାଲି ଅନୁଷ୍ଠିତ ହେବ ରୋଜଗାର ମେଳା, ୫୧,୦୦୦ କର୍ମଚାରୀଙ୍କୁ ମିଳିବ ନିଯୁକ୍ତିପତ୍ର

ନୂଆଦିଲ୍ଲୀ: ଆସନ୍ତାକାଲି ଅନୁଷ୍ଠିତ ହେବ ରୋଜଗାର ମେଳା । ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପାଖାପାଖି ୫୧,୦୦୦ କର୍ମଚାରୀମାନଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ ।…

ନାସିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଜୀବନ

ମହାରାଷ୍ଟ୍ର: ନାସିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିକି ଯାଉଥିବାବେଳେ ପଛରୁ ପିଟିଲା ଦୃତ ଗତିରେ ଆସୁଥିବା ଏକ କାର । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ୨ ଗୁରୁତରଙ୍କୁ ମେଡିକାଲରେ…

ଦେଶରେ ପ୍ରଥମ: ସୁପ୍ରିମକୋର୍ଟରେ ସାଙ୍କେତିକ ଭାଷାରେ କେସ୍ ଲଢି ଇତିହାସ ରଚିଲେ ଦିବ୍ୟାଙ୍ଗ ସାରା

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ଦିବ୍ୟାଙ୍ଗ ଓକିଲ ସୁପ୍ରିମକୋର୍ଟରେ ସାଙ୍କେତିକ ଭାଷାରେ କେସ୍ ଲଢି ଇତିହାସ ରଚିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଯେତେବେଳେ ଭର୍ଚୁଆଲ ଶୁଣାଣି ସମୟରେ ସେହି ଓକିଲଙ୍କ ଅନୁବାଦକଙ୍କୁ ଅନସ୍କ୍ରିନ୍ ସ୍ଥାନ ଦେବାକୁ…

ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ

ନୂଆଦିଲ୍ଲୀ: ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ । ଖାଲି ଖଲିସ୍ତାନ ନୁହେଁ, ଉର୍ଦ୍ଦୁସ୍ଥାନ ବି ଗଠନ କରିବାକୁ ଲକ୍ଷ୍ୟ ରଖିଥିଲା । ଭାରତୀୟ ସୁରକ୍ଷା ଏଜେନ୍ସି ଖଲିସ୍ଥାନ ଆତଙ୍କୀଙ୍କର ନୂଆ ଡୋଜିୟର ପ୍ରସ୍ତୁତ କରିଛି । ଏଥିରେ ଅନେକ ଆତଙ୍କୀଙ୍କର ନାଁ ରହିଛି…

ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ; ଦାବିକୁ ନେଇ ଉଠାଇବ ସ୍ୱର

ଭୁବନେଶ୍ୱର: ଆଜି ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚ ହୁଅନ୍ତୁ ବା ସମିତିସଭ୍ୟମାନେ ହୁଅନ୍ତୁ ଏମାନେ ହିଁ ବାସ୍ତବରେ ତୃଣମୂଳସ୍ତରରେ ଗଣତନ୍ତ୍ରର ପ୍ରତିନିଧି। ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ପାଖରେ…

ମୁଖ୍ୟମନ୍ତ୍ରୀ ବୋଧହୁଏ ନିଜକୁ ଅସହାୟ ଅନୁଭବ କରୁଛନ୍ତି ତେଣୁ ଗୁମାସ୍ତା ଶାସନ ଚଳାଇଛନ୍ତି -ନରସିଂହ ମିଶ୍ର

ଭୁବନେଶ୍ୱର: ଆଜି  ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ବିବୃତି ଉପରେ କଡା ପ୍ରତିକ୍ରିୟା  ରଖିଛନ୍ତି କଂଗ୍ରେସ ବିଧାୟକ ଦଳ  ନେତା ନରସିଂହ ମିଶ୍ର  । ସେ ବିଜେଡି ସରକାରକୁ ସମାଲୋଚନା କରି ଏହାକୁ ଗୁମାସ୍ତା ଶାସନ ସହ ତୁଳନା କରିଛନ୍ତି । କଂଗ୍ରେସ ନେତା ନରସିଂହ ରାଜ୍ୟ ସହ କେନ୍ଦ୍ର…

ଜେଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ୫ଦଫା ଦାବିନେଇ ପ୍ରତିବାଦ କରୁଛନ୍ତି ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘ

ପୁରୀ: ୫ ଦଫା ଦାବିନେଇ ଜେଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରୁଛି ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘ । ରାଜ୍ୟର ସମସ୍ତ ଜିଲ୍ଲାର କାରା କର୍ମଚାରୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମସ୍ତ ଜିଲ୍ଲାର ଜେଲ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ ପିନ୍ଧି ଧାରଣାରେ…

ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର : ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟର ସମସ୍ତ ଆଇନ୍ ଅଧିକାରୀ ଓ କର୍ମଚାରୀମାନେ ମିଳିତ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ଲକ୍ଷ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା ଅଶୋକ କୁମାର ପରିଜାଙ୍କ ନିର୍ଦ୍ଦେଶରେ ଓଡ଼ିଶା…

ଗୁଗୁଲ ଏବଂ ଆପଲକୁ ଦେବ ଟକ୍କର୍, ମାର୍କେଟକୁ ଆସିଲା ‘ଫୋନ ପେ’ର ନୂତନ ଆପ୍ ଷ୍ଟୋର

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତି ଏକ ଆପ୍ ଡାଉନଲୋଡ୍ କରିବାକୁ ଚାହାଁନ୍ତି ତେବେ ସେମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଆପ୍ ଷ୍ଟୋର୍‌କୁ ଯାଇ ଡାଉନଲୋଡ କରନ୍ତି। ଆପ୍ ଷ୍ଟୋର୍ ପାଇଁ ଗୁଗୁଲ୍ ଏବଂ ଆପଲ୍ ସର୍ବାଧିକ ବ୍ୟବହୃତ ହୁଏ। ବର୍ତ୍ତମାନ ମେଡ୍ ଇନ୍ ଇଣ୍ଡିଆ ଆପ୍ ଷ୍ଟୋର୍‌ ଏହି…