ଜୁନିୟର ପୁରୁଷ ହକି ବିଶ୍ବକପ୍; ଓଡ଼ିଶା ନାଭାଲ ଟାଟା ହକି ଏଚପିସି କ୍ଯାଡ଼େଟଙ୍କ କମାଲ
ଭୁବନେଶ୍ୱର: ଜୁନିୟର ପୁରୁଷ ହକି ବିଶ୍ବ କପ୍ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ଏଚପିସିର (ଓଏନଟିଏଚଏଚପିସି) ୪ କ୍ଯାଡ଼େଟ।
ଓଏନଟିଏଚଏଚପିସିର କ୍ଯାଡ଼େଟଙ୍କ ଚମତ୍କାର ପ୍ରଦର୍ଶନ ସହ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ଜିତିପାରିଛି। ଓଡ଼ିଶା…