Latest Odisha News

BREAKING NEWS

cricket betting: କ୍ରିକେଟରେ ସଟ୍ଟା ଲଗାଇବା ପାଇଁ ନେଲେ ଋଣ…ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ଜୁଆ ନିଶା ଯେକୌଣସି ବ୍ୟକ୍ତିକୁ ନଷ୍ଟ କରିଦିଏ । ଆମେ ସମାଜରେ ପ୍ରାୟତଃ ଏପରି ଖବର ଶୁଣିଥାଉ। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ସାଙ୍ଗାରେଡ୍ଡି ଜିଲ୍ଲା(Sangareddy)ର…

ଇଡେନ ଗାର୍ଡେନରେ କିପରି ରହିଛି ଟିମ ଇଣ୍ଡିଆର ପ୍ରଦର୍ଶନ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୧୪ରୁ ଇଡେନ ଗାର୍ଡେନରେ ଖେଳାଯିବ । ୬ ବର୍ଷ ପରେ ଭାରତ ଏହି ପିଚରେ ଟେଷ୍ଟ ଖେଳିବାକୁ ଯାଉଛି । ୨୦୧୯ରେ ଟିମ ଇଣ୍ଡିଆ ଶେଷ ଥର ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିଥିଲା । ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ଏହି ସିରିଜରେ ଭଲ…

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ T-20 ମ୍ୟାଚର ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ T-20 ମ୍ୟାଚ୍ ଖେଳାଯିବ। ଏହା କିଭଳି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Operation Green Clean: ଅପରେସନ୍ ଗ୍ରୀନ କ୍ଲିନ୍: ୪ କୋଟିର ଗଞ୍ଜେଇ ଜବତ, ୬ ଗିରଫ

ଭୁବନେଶ୍ୱର: ଗଞ୍ଜେଇ ହବ୍ ପାଲଟିଛି ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଚାଲାଣ ମାମଲା ସାମ୍ନାକୁ ଆସିଛି। ଆଜି ସୋନପୁରରୁ ୪କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ୬ ଗିରଫ ହୋଇଥିବା ବେଳେ ୪ଟି କାର୍ ଜବତ କରାଯାଇଛି। ବେଆଇନ ଗଂଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ। ଜବତ…

ଦିଲ୍ଲୀ ବିସ୍ଫୋରଣ ପରେ ସାମୁଦ୍ରିକ ଥାନାଞ୍ଚଳରେ ହାଇ ଆଲର୍ଟ, ମଝି ସମୁଦ୍ରରେ ପୋଲିସର ପଇଁତରା

କେନ୍ଦ୍ରାପଡ଼ା: ନୂଆଦିଲ୍ଲୀରେ ସୋମବାର ରାତିରେ ବିସ୍ଫୋରଣ ପରେ ସାରା ଭାରତୀୟଙ୍କ ମଧ୍ୟରେ ଛନକା ପଶିଛି। ୧୦/୧୧ ମୁମ୍ବାଇ ଆକ୍ରମଣ ଦିନରେ ଏହି ଆକ୍ରମଣ ହୋଇଥିବା ଯୋଗୁଁ ସମୁଦ୍ରପଥରେ କଡ଼ାକଡ଼ି ଯାଞ୍ଚ୍‌ ଆରମ୍ଭ ହୋଇଛି । ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲାରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା…

ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀରେ କୋଟିଆରେ ଆନ୍ଧ୍ର ଆୟୋଜନ କଲା ଆଦିବାସୀ ମେଳା

କୋଟିଆ: କଳେବଳେ କୌଶଳେ କୋଟିଆର ନିରିହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି ପଡୋଶୀ ରାଜ୍ୟ । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମରେ ପଶିବାକୁ ଉଦ୍ୟମ ଚଳାଇଛନ୍ତି । ପୁଣି କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି…

କୋହଲି, ରୋହିତଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କହିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ସେମାନଙ୍କ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ପଂହଚିଛନ୍ତି । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ସେମାନେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଉଭୟ ଅଷ୍ଟ୍ରେଲିଆ ବିପକ୍ଷ…

ନୂଆପଡା ଉପନିର୍ବାଚନ; ମାଓ ପ୍ରବଣ ସୁନାବେଡାରେ ୭୦% ମତଦାନ…

ନୂଆପଡା/ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ୮୧.୬୩ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ସବୁଠୁ ଖାସ କଥା ହେଉଛି ଚଳିତ ବର୍ଷ ସୁନାବେଡା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ବୁଥଗୁଡ଼ିକରେ ଯଥେଷ୍ଟ ଅଧିକ ମତଦାନ ହୋଇଥିବା ନେଇ ସୂଚନା ମିଳିଛି। ଗତ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବରେ…

ଦିଲ୍ଲୀ ବିସ୍ଫୋରଣରେ ମୃତକଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, କାନ ପର୍ଦା ଏବଂ ଅନ୍ତନଳୀ ଫାଟିଯିବା କାରଣରୁ…

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୧୨ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ପରୀକ୍ଷାରୁ ଅନେକ ଶରୀରର ହାଡ ଭାଙ୍ଗିବା ଏବଂ ମୁଣ୍ଡରେ ଆଘାତ ହୋଇଥିବା ଜଣାପଡ଼ିଛି । ଏହା ସହିତ, କିଛି ଶରୀରରେ ଫୁସଫୁସ, କାନ ଏବଂ ପେଟ ଭିତରେ ବ୍ଲାଷ୍ଟ ଓ୍ବେବ୍…

କଟକ ବାଲିଯାତ୍ରା ଅବଧି ଆଉ ଦିନକ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର 

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଯାହା ଫଳରେ ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ୧୩ ତାରିଖ ଦିନ ଉଦଯାପିତ ହେବ। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ…