Naxal surrender: ୪ନକ୍ସଲଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ୨୩ ଲକ୍ଷ
ରାୟପୁର: ଛତିଶଗଡ଼ରେ ଭୁଷୁଡୁଛି ନକ୍ସଲଙ୍କ ଗଡ । କ୍ରମାଗତ ଭାବେ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ । ଆଜି ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଚାରି ଜଣ ନକ୍ସଲ କାଙ୍କେର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଉତ୍ତର ବସ୍ତର ଡିଭିଜନ, ଡିକେ ଟେକ୍ନିକାଲ୍…