Latest Odisha News

BREAKING NEWS

ଏହି ମହାନାୟକଙ୍କ କଥାରେ ଗୋଟିଏ ଓଳି ଖାଦ୍ୟ ଛାଡିଥିଲେ ଦେଶବାସୀ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଆଜି ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ଭାରତ ମାଆ ପାଇଥିଲା ୨ଟି ମହାନ ବ୍ୟକ୍ତିତ୍ୱ । ଏହି ଦିନ ଜନ୍ମ ଗ୍ରହଣ କରିଥିଲେ ଦେଶର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗୋଟିଏ ଦିନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ । ଦେଶର…

ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ! ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଭୁବନେଶ୍ଵର: ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଭାରତକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାକୁ ସେ ଅହରହ ଉଦ୍ୟମ କରୁଥିଲେ। ମୁଠାଏ ଲୁଣକୁ ଗୋଟେ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା…

ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ମା'ଙ୍କୁ ଦର୍ଶନ କରିବା ପରେ ନିଜ ଗାଁକୁ ଗଲେ ପ୍ରମିଳା। ମା'ଙ୍କ ଆଶୀର୍ବାଦ ଏବଂ ବାବା ବରୁଣେଶ୍ୱର୍ ମହାଦେବଙ୍କ ଆଶୀର୍ବାଦ ଯୋଗୁଁ ଆଜି ଏ ଜାଗାରେ ପହଞ୍ଚି ପାରିଛି କହିଲେ ପ୍ରମିଳା। ତେବେ ଓଡ଼ିଆ ଘରର…

ସ୍ୱପ୍ନର ବୟସ ନ ଥାଏ, ୭୪ ବର୍ଷରେ ବି ନିର୍ମାଣ କରୁଛନ୍ତି ଇସ୍ରୋ ପାଇଁ ମଡେଲ

ନୂଆଦିଲ୍ଲୀ: ମସୁରୀର ରାମଜୀ ସ୍ୱାମୀନାଥନ ସ୍ପଷ୍ଟ ଭାବେ ପ୍ରମାଣିତ କରିଛନ୍ତି ଯେ, ସ୍ୱପ୍ନ ବୟସ ନ ଥାଏ । ୭୪ ବର୍ଷୀୟ ସ୍ୱାମୀନାଥନ ଏବେ ବି ଇସ୍ରୋ ପାଇଁ ରକେଟ ଓ ସାଟେଲାଇଟର ମଡେଲ ପ୍ରସ୍ତୁତ କରୁଛନ୍ତି । ମିନିଏଚର ମଡେଲରେ ତାଙ୍କ ପରି କେହି ନିଖୁଣ କାର୍ଯ୍ୟ କରିପାରୁ ନାହାନ୍ତି ।…

ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ତାଲିକା ପ୍ରକାଶ

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଆଜି ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

ବସ୍ତିକୁ ଚାଲ ଅଭିଯାନ ଅନ୍ତର୍ଗତ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ବସ୍ତିକୁ ଚାଲ ଅଭିଯାନ କ୍ରମରେ ବସ୍ତି ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାନିରୀକ୍ଷା କରିବା ଲାଗି ଆଜି ଭୁବନେଶ୍ୱର ସହରାଞ୍ଚଳ ପୋଲିସ୍ ଜିଲ୍ଲାର ସପ୍ତମ ବାଟାଲିଅନ ପରିସର ମଧ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରଯାଇଥିଲା। ଭୁବନେଶ୍ଵର କଟକ ଦ୍ଵୈତ ନଗରୀର ପୋଲିସ କମିଶନର…

ଜାତୀୟ ମୁକ ବଧିର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ତାମିଲନାଡୁ ବିଜୟ

ଭୁବନେଶ୍ବର: ଓଡ଼ିଶାରେ ୨୫ ତାରିଖଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ ୨୦ଟି ରାଜ୍ୟ ଦଳ ଭାଗ ନେଇଛନ୍ତି। ଏହି ଖେଳଟି ଭୁବନେଶ୍ବରର ଇଷ୍ଟ କୋଷ୍ଟ ରେଳ ଷ୍ଟାଡିୟମ୍, ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ଟି…

ମୌସୁମୀଙ୍କ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଲେଖିକା ବନସ୍ମିତା ପତି

ଭୁବନେଶ୍ୱର: ଗିରଫ ହେବେ କି ଅଭିନେତ୍ରୀ ମୌସୁମୀ ? ଲେଖିକା ବନାମ ଅଭିନେତ୍ରୀ ମାମଲାର ଅସଲ ସତ ବାହାରକୁ ଆସିଲା। ମୌସୁମୀ କରିଥିଲେ ବ୍ଲାକମେଲ। କେବଳ ବନସ୍ମିତାଂକୁ ନୁହେଁ ବରଂ ଏକାଧିକ ପୁରୁଷ ଏବଂ ମହିଳାଙ୍କୁ କରିଛନ୍ତି ବ୍ଲାକମେଲ୍। ନିଜ ମୁହଁରେ ସ୍ୱୀକାର କରିଛନ୍ତି ମୌସୁମୀ। ଏବେ ଧରା…

ମହିଳା ସଂରକ୍ଷଣ ବିଲ୍ ପାସ୍; ମୋଦୀଙ୍କୁ ଧନ୍ୟବାଦ ଜଣାଇ ସିଂହଦ୍ୱାର ସାମ୍ନାରେ ମହିଳା ମୋର୍ଚ୍ଚାର ଦୀପଦାନ

ପୁରୀ: ସଂସଦରେ ୩୩% ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ସମଗ୍ର ନାରୀ ସମାଜ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି। ସେଥିପାଇଁ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁରୀ ମହିଳା ମୋର୍ଚ୍ଚା…

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୫୦ ପାର

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୮ମ ଦିନ ଭାରତର ପଦକ ସଂଖ୍ୟା ୫୦ ପାର କରିଛି । ରବିବାର ସୁଦ୍ଧା ଭାରତ ୧୩ ସ୍ୱର୍ଣ୍ଣ ସମେତ ୫୩ ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛିି । ଶୁଟିଂର ମେନ୍ସ ଟ୍ରାପ, ୩୦୦୦ ମିଟର ଷ୍ଟେପଲ ଚେଜ ଓ ଶଟପୁଟରେ ଭାରତ ସ୍ୱର୍ଣ୍ଣ ଜିତିଛି । ପୃଥ୍ୱୀରାଜ ଟୋଣ୍ଡାଇମେନ,…