Latest Odisha News

BREAKING NEWS

୨ ସପ୍ତାହ ମଧ୍ୟରେ ୮୨୭ କୋଟି ରିଫଣ୍ଡ, ୪୫୦୦ ବ୍ୟାଗେଜ ଫେରାଇଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ଇଣ୍ଡିଗୋ ପକ୍ଷରୁ ଲଗାତାର ବିମାନ ଉଡ଼ାଣ ବାତିଲ ହେବାରେ ଲାଗିଛି। ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଇଣ୍ଡିଗୋ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନେ ଯାତ୍ରା କରିପାରୁନଥିଲେ ମଧ୍ୟ ସେମାନଙ୍କର ରିଫଣ୍ଡ  ବିଚାରାଧୀନ ଅବସ୍ଥାରେ ରହିଅଛି।ଏଥିସହିତ  …

ଡିସେମ୍ବର ୧୦ ରୁ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା;ଖୋଲିବ ୧୩୦ ଷ୍ଟଲ୍

ଭୁବନେଶ୍ବର:ଓଡ଼ିଶା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡ଼ିଶା (SMPB) ଦ୍ବାରା ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା-୨୦୨୫ ୨୬, ଆସନ୍ତା ୧୦ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆ, ୟୁନିଟ-୩,…

ମହିଳାଙ୍କ ସହ ଅପରାଧ; ୧୫ ମାସ ମଧ୍ୟରେ ୪୦ ହଜାରରୁ ଅଧିକ ମାମଲା ରୁଜୁ

ଭୁବନେଶ୍ୱର: ବିଗତ ୧୫ ମାସ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ୪୦ ହଜାରରୁ ଅଧିକ ଅପରାଧିକ ମାମଲା ରୁଜୁ। ସୋମବାର ଦିନ ବିଧାନସଭାରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁଲାଇ ୨୦୨୪ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଅର୍ଥାତ୍ ଗତ…

ରାଜଗାଙ୍ଗପୁରରେ ପୀଡିତାଙ୍କ ମୃତ୍ୟୁ; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର: ରାଜଗାଙ୍ଗପୁର ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଏଥିସହିତ ପିଡିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି…

ବନ୍ଦେ ମାତରମ୍”କୁ ନେଇ ଚର୍ଚ୍ଚା; ମୋଦି କହିଲେ ଜିନ୍ନାଙ୍କ ଆଗରେ ନଇଁ ଯାଇଥିଲେ ନେହେରୁ 

ନୂଆଦିଲ୍ଲୀ: ଲୋକସଭାରେ "ବନ୍ଦେ ମାତରମ୍" ଉପରେ ଆଲୋଚନା ସମୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତ ଦେଶର ସ୍ୱାଧୀନତାକୁ ଉର୍ଜା ଦେଇଥିଲା। ସେ କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତରେ ହଜାର ହଜାର ବର୍ଷର ସାଂସ୍କୃତିକ ଶକ୍ତି, ସ୍ୱାଧୀନତାର ଭାବନା…

କଟକ ଟି୨୦ରୁ ଭାରତର ବିଶ୍ୱକପ ପ୍ରସ୍ତୁତି ଆରମ୍ଭ

କଟକ: ଡିସେମ୍ବର ୯ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଆଗକୁ ଟି୨୦ ବିଶ୍ୱକପ ଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରକୃତ ପ୍ରସ୍ତୁତି ଆରମ୍ଭ କରିଛି । ଶୁଭମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା…

ଗୋଆ ଅଗ୍ନିକାଣ୍ଡ ପରେ ଚେତିଲା ଓଡ଼ିଶା ; ସମସ୍ତ କ୍ଲବ୍‌,ପବ୍‌ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ…

ଭୁବନେଶ୍ବର: ଗୋଆ ନାଇଟ୍‌ କ୍ଲବ 'ବର୍ଚ ବାଇ ରୋମିଓ ଲେନ୍‌ 'ରେ ଅଗ୍ନିକାଣ୍ଡ ଘଟଣାରେ ୨୫ ଜଣଙ୍କ ଜୀବନ ଚାଲିଯାଇଛି । ଏହାପରେ ସଜାଗ ହୋଇଛି ଓଡିଶା । ଗୋଆ ନାଇଟ୍‌ କ୍ଲବ୍‌ ଦୁର୍ଘଟଣା ପରେ ଓଡ଼ିଶା ଅଗ୍ନିଶମ ବାହିନୀ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ…

ପଦାର୍ପଣ ମ୍ୟାଚରେ ଅମିତ ପାସୀଙ୍କ ବିଶ୍ୱରେକର୍ଡ

ହାଇଦ୍ରାବାଦ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି ଗ୍ରୁପ ସି ମୁକାବିଲାରେ ବରୋଦାର ୱିକେଟକିପର ଅମିତ ପସୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସହ ବିଶ୍ୱରେକର୍ଡ କରିଛନ୍ତି । ସର୍ଭିସେସ ବିପକ୍ଷ ମୁକାବିଲାରେ ସେ ୫୫ ବଲରେ ୧୧୪ ରନର ଇନିଂସ ଖେଳିଥିଲେ । ପଦାର୍ପଣ ଟି୨୦ ମ୍ୟାଚରେ ଏହା ସର୍ବାଧିକ ବ୍ୟକ୍ତିଗତ…

‘ଏବେ ବଙ୍ଗଳାର ପାଳି’… ମୋଦିଙ୍କ ଏଣ୍ଟ୍ରି ବେଳେ ବିଜେପି ସାଂସଦଙ୍କ ନାରାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ଲୋକସଭାରେ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ପ୍ରବେଶ କରିବା ମାତ୍ରେ ବିଜେପି ସାଂସଦମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସ୍ଲୋଗାନରେ ଥିଲା- "ବିହାର କି…

Odisha Assembly: ଓଡ଼ିଶାରେ ଡାକ୍ତର ମରୁଡ଼ି, ୬୦ ପ୍ରତିଶତ ପଦବୀ ଖାଲି

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡ଼ି, ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି। ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ଖାଲି ପଡ଼ିଛି ୯୫୦୩ ଡାକ୍ତର ପଦବୀ। କାର୍ଯ୍ୟରତ ଅଛନ୍ତି ୬୨୭୧ ଡାକ୍ତର, ଏମାନଙ୍କ ଭିତରୁ ୧୧୩୫ ଠିକା ନିଯୁକ୍ତି।…