Pakistan 27th Amendment: କାହିଁକି ମୁନିରଙ୍କୁ ବେତାଜ୍ ବାଦଶାହ କରିବାକୁ ଚାହୁଁଛି ପାକିସ୍ତାନ?
ନୂଆଦିଲ୍ଲୀ: ପାକିସ୍ତାନର ବେତାଜ୍ ବାଦଶାହ ହେବେ ମୁନିର...ସବୁ ପ୍ରସ୍ତୁତି କରିସାରିଲାଣି ପାକିସ୍ତାନ...ସିଧା ସମ୍ବିଧାନରେ କଲା ସଂଶୋଧନ...ଶେଷ ହେବ କି ବାସାମରିକ ଶାସନ?
ଭାରତର ଅପରେସନ ସିନ୍ଦୂରରୁ ଶିକ୍ଷା ନେଇ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସରକାର ଏକ ନୂତନ…