IED Blast: ଏୟାରଲିଫ୍ଟ ହେଲେ ଆଇଇଡି ବିସ୍ଫୋରଣରେ ଆହତ ସିଆରପିଏଫ ଯବାନ
ରାୟପୁର: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ଶନିବାର ଅପରାହ୍ନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ ଏବଂ ତାଙ୍କୁ ଏୟାରଲିଫ୍ଟ କରାଯାଇ ରାୟପୁର ନିଆଯାଇଛି। ଆହତ ଯବାନଙ୍କ ରାୟପୁରରେ ଚିକିତ୍ସା ଚାଲିଛି।
ସୁକମା ଜିଲ୍ଲାର ଫୁଲବାଗଡି ପୋଲିସ…