ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
ଭୁବନେଶ୍ବର: ଏକାମ୍ର ୱାକ୍ ର ଓଡ଼ିଆ ଭାଷା ପଦଯାତ୍ରା, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ( ବି.ଡି.ଏ) ର ଏକ ପଦକ୍ଷେପ । ଯାହାକି ପ୍ରତ୍ୟେକ ରବିବାର ଦିନ ୧୧:୩୦ ରୁ ଆରମ୍ଭ କରି ୨:୩୦ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିବ । ଏହି ପଦଯାତ୍ରା ସାହିତ୍ୟ ପ୍ରେମୀ ଓ…