ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ବିଜୁ ଜନତା ଦଳ (ବିଜେଡି)ର ମନ୍ମଥ ରାଉତରାୟ ଏକ ମାମଲା ରୁଜୁ କରିଛନ୍ତି। ମାନହାନି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ସେ ମାମଲା ରୁଜୁ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନିକଟରେ ଏକ ସାଧାରଣ ସଭାରେ ଭାଷଣ ଦେବା…