ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପଲା ଭାରୀ
ନଭି ମୁମ୍ବାଇ: ମହିଳା ବିଶ୍ୱକପ କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଅଷ୍ଟ୍ରେଲିଆକୁ ହରାଇ ଭାରତ ଓ ଇଂଲଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛନ୍ତି । ଘରୋଇ ପରିବେଶ ଏବଂ ଫର୍ମ ବିଚାରକୁ ନେଲେ ଭାରତ ପଲା ଭାରୀ ରହିଛି ।…