Latest Odisha News

BREAKING NEWS

ଏଣିକି ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ଏଆଇ ଉପରେ ପାଠ୍ୟକ୍ରମ ପ୍ରଚଳନ କରାଯିବ

ଭୁବନେଶ୍ବର: କୃତ୍ରିମ ବୁଦ୍ଧିମତ୍ତା (AI) ଶିକ୍ଷାକୁ ଆମ ଚାରିପାଖର ଦୁନିଆ ସହ ଜଡିତ ଏକ ମୌଳିକ ସାର୍ବଜନୀନ ଦକ୍ଷତା ଭାବରେ ବିବେଚନା କରାଯିବା ଉଚିତ ବୋଲି କହିଛନ୍ତି ବିଦ୍ୟାଳୟ ଶିକ୍ଷା ସଚିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ…

ଜେମିମାଙ୍କ ସ୍ମରଣୀୟ ଶତକ: ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ

ନୂଆଦିଲ୍ଲୀ: ଡିୱାଇ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଂଚକର ସେମିଫାଇନାଲ ମୁକାବିଲାରେ ଭାରତ ୫ ୱିକେଟରେ ୭ ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ ।ଜେମିମା ରୋଡ୍ରିଗ୍ୟୁଜଙ୍କ ଆକର୍ଷଣୀୟ ଶତକ ଓ ହରମନପ୍ରୀତ…

ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରାଯିବ ସହ ସବୁ ଉଠା ଦୋକାନ ହେବ ଉଚ୍ଛେଦ

ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ । ଚତୁଃପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରାଯିବା ସହ ପରିଷ୍କାର ପରିଚ୍ଛନ୍ନ ରଖାଯିବ । ଏହା ସହ କୌଣସି ଘରୋଇ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ଗୁଣ୍ଡିଚା ମନ୍ଦିର…

Gold prices fall: ଖସିଲା ସୁନା ଦର; ଜାଣନ୍ତୁ କେତେ ରହିଛି…

ଭୁବନେଶ୍ବର: ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁନା ଦର ଏବେ କମିବାରେ ଲାଗିଛି । ଗ୍ରାହକଙ୍କ ପାଇଁ ଏହା ଆଶ୍ବସ୍ତି ଖବର । ଗତକାଲି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୨,୪୦୦ ଟଙ୍କା ଥିଲା । ଆଜି…

Railway Overbridges: ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ୍, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ…

ଭୁବନେଶ୍ୱର: ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ । ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ଆବଶ୍ୟକ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍‌ ଗୁଡ଼ିକୁ…

ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫: ‘ଐତିହ୍ୟ ଏବଂ ଆଶାର ଯାତ୍ରା’ ଷ୍ଟଲକୁ ଶ୍ରେଷ୍ଠ ପୁରସ୍କାର

ମୁମ୍ବାଇ/ଭୁବନେଶ୍ବର: ପୂର୍ବ ଭାରତର ସାମୁଦ୍ରିକ ପ୍ରବେଶ ଦ୍ୱାର, ଓଡ଼ିଶା ପୁଣି ଥରେ ଏକ ଜାତୀୟ ମଞ୍ଚରେ ଏହାର ସାମୁଦ୍ରିକ ଶକ୍ତି, ନବସୃଜନ ଏବଂ ସାଂସ୍କୃତିକ ଗଭୀରତା ପ୍ରଦର୍ଶନ କରିଛି । ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ (IMW) 2025ରେ ଓଡ଼ିଶା ରାଜ୍ୟ ଷ୍ଟଲ୍ ଏହାର…

Tiger Census: ଡେବ୍ରିଗଡ଼ ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ଆରମ୍ଭ, ସାମିଲ ହେବେ ବିଭିନ୍ନ ଶିକ୍ଷାନୁଷ୍ଠାନର ୪୬ ଜଣ…

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା । ଆସନ୍ତାକାଲିର ବନ୍ୟପ୍ରାଣୀ ପାଇଁ ଆଜିର ସଂରକ୍ଷଣ ବାର୍ତ୍ତା ନେଇ ଡିଭିଜନ ପକ୍ଷରୁ ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ସାମିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର…

ଦାଉଦଙ୍କ ସମର୍ଥନରେ ବୟାନ ଦେବା ପରେ ଏବେ କଥା ବଦଳାଇଲେ ମମତା

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସପକ୍ଷରେ ବୟାନ ଦେଇ ବଲିଉଡ ଅଭିନେତ୍ରୀ ମମତା କୂଲକର୍ଣ୍ଣି ଫସିଛନ୍ତି । ବିଭିନ୍ନ ମହଲରୁ ଆଲୋଚନା ହେବା ପରେ ମମତା ଏବେ କଥା ବଦଳାଇଛନ୍ତି । ସେ କହିଛନ୍ତି ଯେ, ମୁଁ ଦେଇଥିବା ବୟାନର ଭୁଲ ଅର୍ଥ ବାହାର କରାଯାଇଛି । ମୁଁ ଦାଉଦ ନୁହେଁ…

Subhadra Mela: ନଭେମ୍ବର ୧ରୁ ସୁଭଦ୍ରା ଶକ୍ତି ମେଳା; ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୧ରୁ ସୁଭଦ୍ରା ଶକ୍ତି ମେଳା। ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ପ୍ରଦର୍ଶନୀ ପଡିଆରେ ନଭେମ୍ବର ୧ରୁ ୧୨ ଯାଏ ଚାଲିବ କାର୍ଯ୍ୟକ୍ରମ। ରାଜ୍ୟର ୩୦୦ରୁ ଅଧିକ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାଗ ନେବେ। ଓଡ଼ିଶା ବ୍ୟତୀତ ଆଉ ୧୧ଟି ରାଜ୍ୟର ମହିଳାମାନଙ୍କୁ ସାମିଲ କରାଯିବା ନେଇ…

Ginger benefits: ଏହି ୧୦ ସମସ୍ୟା ଦୂର କରିବ ‘ଅଦା’

ଭୁବନେଶ୍ବର: ଅଦା କେବଳ ଏକ ମସଲା ନୁହେଁ, ବରଂ ଏହା ଏକ ପ୍ରାକୃତିକ ଔଷଧ ଭାବରେ ମଧ୍ୟ କାମ କରେ। ଏହାକୁ ଆୟୁର୍ବେଦରେ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ, ତେଣୁ ଖାଦ୍ୟ ବ୍ୟତୀତ ଏହାକୁ ଘରୋଇ ଉପଚାରରେ ମଧ୍ୟ ବ୍ୟବହାର କରାଯାଏ। ଅଦାରେ ଆଣ୍ଟିଭାଇରାଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟରୀ ଗୁଣ ଅଛି,…