‘ମୋନ୍ଥା’ ମୁକାବିଲା ପାଇଁ ପ୍ରସ୍ତୁତ ବିଏମସି, ଆପଦକାଳୀନ ସମୟରେ ୧୯୨୯ରେ କଲ କରିବାକୁ ପରାମର୍ଶ..
ଭୁବନେଶ୍ବର: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଏହି ସମୟରେ ରାଜଧାନୀରେ ‘ମୋନ୍ଥା’ର ମୁକାବିଲା…