Latest Odisha News

BREAKING NEWS

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ଚିକିତ୍ସାଧୀନ ଅବସ୍ଥାରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ମନ୍ତ୍ରୀ ଏବଂ…

Bangladesh Election: ବାଂଲାଦେଶ କ୍ଷମତା ପରିବର୍ତ୍ତନ କରିଥିବା ତାରିକ ରହମାନ କିଏ? ଭାଙ୍ଗିବେ ୩୬ ବର୍ଷର…

ନୂଆଦିଲ୍ଲୀ: ବାଂଲାଦେଶର ରାଜନୀତି ଏକ ନୂତନ ମୋଡ଼ ନେଇଛି। ୩୬ ବର୍ଷ ପରେ ଜଣେ ପୁରୁଷ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। BNPର ବିପୁଳ ବିଜୟ ପରେ, ଏହାର ଅଧ୍ୟକ୍ଷ ତାରିକ ରହମାନ ସରକାର ଗଠନ କରିବାକୁ ଦାବି କରିଛନ୍ତି। ତଥାପି, ତାଙ୍କର ଯାତ୍ରା ସହଜ ନଥିଲା। ତାରିକ ରହମାନ ଏବେ…

ପରମାଣୁ ଚୁକ୍ତି କରନ୍ତୁ ନଚେତ୍… ଇରାନକୁ କଡ଼ା ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଇରାନକୁ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି । ଅନ୍ୟପଟେ, ସେ ଚୀନ୍ ସହିତ ସମ୍ପର୍କକୁ ମଧ୍ୟ ଦୃଢ଼ କହିଛନ୍ତି । ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, "ଆମକୁ ଏକ ଚୁକ୍ତି କରିବାକୁ ପଡିବ, ନଚେତ୍ ଏହା ଇରାନ…

Bangladesh Polls: BNP ବିଜୟ ନେଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ, ‘ଭାରତ ସର୍ବଦା…

ନୂଆଦିଲ୍ଲୀ: ସ୍ୱର୍ଗତ ଖାଲିଦା ଜିଆଙ୍କ ଦଳ ବାଂଲାଦେଶରେ ସରକାର ଗଠନ କରୁଛି, ଏବଂ ତାଙ୍କ ପୁଅ ତାରିକ ରହମାନ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି, କାରଣ BNP ବହୁମତ ହାସଲ କରି ବାଂଲାଦେଶରେ ବଡ଼ ବିଜୟ ଲାଭ କରିଛି। ବାଂଲାଦେଶରେ ସାଧାରଣ ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି, ଏବଂ ୧୩ ତମ…

ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର, ୩ ମୃତ ୩ ଗୁରୁତର

ମୟୁରଭଞ୍ଜ: ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ୩ ମୃତ ୩ ଗୁରୁତର ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ନାବାଳକ ରହିଥିବା ବେଳେ ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ମଧ୍ୟ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ମୁର୍ଗାସାହି ନିକଟରେ ।…

Road Accident: ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ, ୧୪ ଜଣ ଗୁରୁତର ଆହତ

ବାଲେଶ୍ୱର: ଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଘଟିଛି । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ, ବସରେ ୫୦ଜଣ ଯାତ୍ରୀ ଥିବା ବେଳେ ୧୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ଖନ୍ତାପଡ଼ା ଗୋଷ୍ଠୀ…

ବାଂଲାଦେଶ ନିର୍ବାଚନକୁ ‘ପ୍ରହସନ’ କହିଲେ ଶେଖ ହସିନା, ବାତିଲ କରିବାକୁ କଲେ ଦାବି

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗୁରୁବାର ସଂସଦୀୟ ନିର୍ବାଚନକୁ ଏକ ନାଟକୀୟ ପ୍ରହସନ ବୋଲି କହି ଏହାକୁ ବାତିଲ କରିବାକୁ ଆହ୍ୱାନ ଦେଇଛନ୍ତି । ସେ ବ୍ୟାପକ ହେରଫେର ଏବଂ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ୟୁନୁସଙ୍କ ପ୍ରହସନକୁ ପ୍ରତ୍ୟାଖ୍ୟାନ କରି, ହସିନା ଲୋକଙ୍କ…

୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜନସ୍ବାର୍ଥ ମାମଲାର ରାୟ ପ୍ରକାଶ ପାଇଛି । ଦିନ ନଗଡ଼ାଇ ତତ୍ପରତା ଦେଖାନ୍ତୁ ସରକାର । ଆସନ୍ତା ୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୯୭୮ର ଗଣତିମଣତି ରିପୋର୍ଟ ସହ ଏହାକୁ ମେଳ…

ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି…

ନୂଆଦିଲ୍ଲୀ: ୨୪ ବର୍ଷୀୟା ଥାନ୍ୟା ନାଥନ୍ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହେବା ସତ୍ତ୍ୱେ ମଧ୍ୟ ୨୦୨୫ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍) ପରୀକ୍ଷାରେ ଟପ୍ କରି ଚର୍ଚ୍ଚାରେ ଅଛନ୍ତି। ନାଥନ୍ କେରଳର ପ୍ରଥମ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ବିଚାରପତି ହୋଇ ଇତିହାସ ରଚିଛନ୍ତି ଓ ସେ ୨୦୧୯ରେ ରାଜସ୍ଥାନର…