ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର
ବାଲେଶ୍ୱର: ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଘଟଣ। ନିଆଁ ପୁଉଁଥିବା ବେଳେ ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର। ଅସାବଧାନତାବଶତଃ ଏଭଳି ଅଘଟଣଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅଧୀନରେ ଥିବା ଚାଲନ୍ତି ଗ୍ରାମରେ ଏହି ଘଟଣା ଘଟିଛି।…