ନେପାଳରେ କାହିଁକି ବଢୁଛି ଅସନ୍ତୋଷ; ବିଭିନ୍ନ ସ୍ଥାନରେ କର୍ଫ୍ୟୁ
କାଠମାଣ୍ଡୁ: ମାଧେସୀ ପ୍ରଦେଶର ବାରା ଜିଲ୍ଲାରେ ଜେନ ଜେଡ୍ କର୍ମୀମାନେ ସିପିଏନ୍-ୟୁଏମ୍ଏଲ୍ ସମର୍ଥକଙ୍କ ସହ ଗଣ୍ଡଗୋଳ କରିଥିଲେ। ଯାହାଫଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ପ୍ରଶାସନ ସିମ୍ରା ଏବଂ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରିଥିଲା।
ଦଳର ଯୁବ ଜାଗରଣ ଅଭିଯାନରେ ୟୁଏମ୍ଏଲ୍ ନେତା ଶଙ୍କର…