ପିକଅପ୍ ଭ୍ୟାନ୍ ଉପରେ ଚଢ଼ିଗଲା ହାଇୱା; ୨ ମୃତ, ୮ଗୁରୁତର
କନ୍ଧମାଳ: ବୌଦ୍ଧ ଓ କନ୍ଧମାଳ ଜିଲା ସୀମାନ୍ତ ଘଣ୍ଟାପଡ଼ା ଥାନା ଅଞ୍ଚଳରେ ଏକ ହାଇୱା ଓ ପିକ୍ଅପ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ବୁଧବାର ରାତି ୮ଟା ୪୦ରେ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୮ଜଣ ଗୁରୁତରଥିବା ସୂଚନା ରହିଛି । ସେମାନଙ୍କୁ ପ୍ରାଥମିକ ଭାବେ କଣ୍ଟାମାଳ ଗୋଷ୍ଠୀ…