ଜୋତା କିଣିଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଫୁଲବାଣୀ: କନ୍ଧମାଳ ଦାରିଙ୍ଗିବାଡି ଅଞ୍ଚଳର ଏକ ଗାଁରେ ଜଣେ ବ୍ୟକ୍ତି ୮ମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତ ୧୪ ବର୍ଷୀୟ ନାବାଳିକାଙ୍କୁ ଜୋତା କିଣିବା ବାହାନାରେ ପ୍ରଲୋଭିତ କରି ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…