ଧନତେରସ ପାଇଁ ଆକାଶ ଛୁଆଁ ସୁନା ଦର, ୩ ହଜାର ବଢିଲା
ଭୁବନେଶ୍ୱର: ଧନତେରସ ପୂର୍ବରୁ ଭାରତର ସୁନା ବଜାର ଶନିବାର ଦିନ ନୂଆ ଉଚ୍ଚତା ଛୁଇଁଛି। ଏପରିକି ସୁନା ଦର ୩ ହଜାର ବଢ଼ିଥିବା ଜଣାପଡିଛି।
www.goodreturns.com ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରେ ସୁନାର ମୂଲ୍ୟ ୨୪ କ୍ୟାରେଟ୍ ପ୍ରତି ଗ୍ରାମ ପିଛା ୧୩,୦୮୬ ଟଙ୍କା ହୋଇଥିବା ବେଳେ ୨୨…