Latest Odisha News

BREAKING NEWS

ବର୍ଦ୍ଧମାନ ରେଳ ଷ୍ଟେସନରେଲ ଦଳାଚକଟା, ୭ ଗୁରୁତର

କୋଲକତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ପ୍ରବଳ ଭିଡ଼ରେ ଦଳାଚକଟା ଯୋଗୁଁ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ, ଏପର୍ଯ୍ୟନ୍ତ କାହାରି ମୃତାହତ ହେବାର ଖବର ନାହିଁ । ରବିବାର ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।…

ଗଞ୍ଜେଇ ଚାଲାଣରେ ମାଷ୍ଟର ମାଇଣ୍ଡ ସିଭିଲ୍‌ ଇଞ୍ଜିନିୟର ଛାତ୍ର ଗିରଫ

କୋରାପୁଟ: ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଗିରଫ କଲା କୋରାପୁଟ ଜିଆରପି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଦୈତାରୀ ଖେମୁଣ୍ଡୁ । ସେ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ଭାବେ ପରିଚିତ । ରବିବାର ଦୈତାରୀକୁ କୋରାପୁଟ ରେଲୱେ ଷ୍ଟେସନ…

Sultan Of Johor Cup 2025: ବିଜୟ ଧାରା ବଜାୟ ରଖିଲା ଭାରତ; ପରବର୍ତ୍ତୀ ମ୍ୟାଚରେ ପାକ୍ ସହ ଟକ୍କର

ନୂଆଦିଲ୍ଲୀ:ଭାରତୀୟ ଜୁନିଅର ପୁରୁଷ ହକି ଦଳ ରବିବାର ଦିନ ଜୋହୋର ବାହରୁ (ମାଲେସିଆ)ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୨ ଗୋଲରେ ସହଜ ବିଜୟ ହାସଲ କରିଛି । ଫଳରେ ସୁଲତାନ ଜୋହୋର କପରେ ବିଜୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ଭାରତ ଟିମ୍ ପକ୍ଷରୁ ଅର୍ଶଦୀପ ସିଂହ (୨ ମିନିଟ୍), ପିବି ସୁନୀଲ (୧୫…

ଜାତୀୟ ଜୁନିୟର ଆଥଲେଟିକ୍ସ: ଜାଭେଲିନରେ କୁନୀଙ୍କୁ ରୌପ୍ୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେଉଛି । ରବିବାର ଓଡିଶାର ଉଦୀୟମାନ ଜାଭେଲିନ ଥ୍ରୋୟର କୁନୀ ରାଜଗୋନ୍ଦ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ସେ ୧୪ ବର୍ଷରୁ କମ ବାଳିକା ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି । ନବରଙ୍ଗପୁରର ୧୩…

ଭଦ୍ରକ ଟାଉନ ଥାନାର ASI ନିଲମ୍ବିତ; କାରଣ…

ଭଦ୍ରକ:ଭଦ୍ରକ ଟାଉନ ଥାନାର ASI ସୁଶାନ୍ତ ନାୟକ ନିଲମ୍ବିତ। ଆଜି ଭଦ୍ରକ ଏସ୍‌ପି ମନୋଜ ରାଉତ ସୁଶାନ୍ତ ନାୟକଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି । ସେ ଟାଉନ ଥାନାରେ ପ୍ରାୟ ୨ବର୍ଷ ହେଲା କାର୍ଯ୍ୟ କରୁଥିଲେ । ପୋଲିସ ସେବା ଓ କାର୍ଯ୍ୟକୁ ସେ ଠିକ ଭାବରେ ସମ୍ପାଦନ କରୁ ନ…

ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ୩ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ମାଓବାଦୀମାନେ ଜଙ୍ଗଲରେ ଖଞ୍ଜିଥିବା ୩ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଥିଲା । ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡିକକୁ ଅତି ସତର୍କତାର ସହ…

ନୋ ଏଂଟ୍ରିର ସୀକ୍ୱେଲରୁ ଓହରି ଗଲେ କି ବରୁଣ !

ମୁମ୍ବାଇ: ନୋ ଏଂଟ୍ରିର ସୀକ୍ୱେଲ ପୂନର୍ବାର ଚର୍ଚ୍ଚାରେ ରହିଛି । ନିର୍ଦ୍ଦେଶକ ଅନୀସ ବଜମୀ ଓ ପ୍ରଡ୍ୟୁସର ବୋନୀ କାପୁର ଏହି ଫିଲ୍ମ ଘୋଷଣା ହେବା ପରଠାରୁ କୌଣସି ନା କୌଣସି କାରଣ ନେଇ ଚର୍ଚ୍ଚାରେ ରହୁଛି । ଅର୍ଜୁନ କାପୁର, ଦିଲଜିତ ଦୋସାଂଝା ଓ ବରୁଣ ଧାୱନ ନୋ ଏଂଟ୍ରି ୨ରେ ଅଭିନୟ କରିବେ ବୋଲି…

ବିହାରରେ ସିଟ୍ ଭାଗବଣ୍ଟା ଘୋଷଣା, ଏତିକି ଆସନରେ ଲଢ଼ିବ ବିଜେପି

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ବ୍ୟବସ୍ଥା ଘୋଷଣା କରାଯାଇଛି । ବିଜେପି ଏବଂ ଜେଡିୟୁ ପ୍ରତ୍ୟେକ ୧୦୧ଟି ଲେଖାଏଁ ଆସନରେ ଲଢ଼ିବେ । ସେହିପରି, ଆରଏଲଏମ ଏବଂ ଏଚଏଏମ୍ ପ୍ରତ୍ୟେକ ୬ଟି ଆସନ ପାଇଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ…

‘ସେ ବିଳମ୍ବିତ ରାତିରେ ହଷ୍ଟେଲ ବାହାରେ କାହିଁକି ଥିଲେ?’ ଦୁର୍ଗାପୁର ଗଣଦୁଷ୍କର୍ମ ଉପରେ ପ୍ରଶ୍ନ ଉଠାଇଲେ…

କୋଲକତା: ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ବେସରକାରି ମେଡିକାଲ୍ କଲେଜରେ ପଢ଼ୁଥିବା ଓଡିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଗ୍ୟାଙ୍ଗ ରେପ୍ ଘଟଣା ପରେ, ମମତା ଝିଅମାନଙ୍କୁ ନିଜ ସୁରକ୍ଷା ବିଷୟରେ ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ଫିଟିଲା ଭାଗ୍ୟ!ଜାଲରେ ପଡିଲା କୋଟିଏ ଟଙ୍କାର ମାଛ, କିଣିଲା ଫାର୍ମା କମ୍ପାନୀ

ଜଳେଶ୍ୱର:ଜାଲରେ ପଡ଼ିଲା କୋଟିଏ ଟଙ୍କାର ମାଛ ,କୋଟିପତି ବନିଗଲେ ଜଣେ ଟ୍ରଲର ମାଲିକ । ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯୦ଟି ତେଲିଆ ଭୋଲା ମାଛ । ଗଭୀର ସମୁଦ୍ରରେ ଏହି ମାଛ ମିଳିଥାଏ। ପ୍ରତି ମାଛର ଓଜନ ୩୦ରୁ ୩୫ କେଜି ହେବ । ପ୍ରାୟ…