ବିଜୟ ହଜାରେ ଟ୍ରଫି: କଠିନ ଅଭ୍ୟାସ କରୁଛନ୍ତି କୋହଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ କେବଳ ଆନ୍ତର୍ଜାତୀୟ ଦିିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ସେ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । କ୍ରମାଗତ ଖରାପ ଫର୍ମରେ ରହିବା ପରେ ଏବେ କୋହଲି ତାଙ୍କ ପୂରୁଣା ଲୟକୁ ଫେରିଛନ୍ତି ।…