Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ମୁଣ୍ଡ ବିନ୍ଧାଉଛି ଆଘାତ ସମସ୍ୟା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଆଘାତ ସମସ୍ୟା ଅଧିକାଂଶ ଟିମକୁ ଚିନ୍ତାରେ ପକାଇଛି । ଭାରତୀୟ ଟିମର ପେସ ବୋଲର ହର୍ଷିତ ରାଣା ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ହର୍ଷିତଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି । ହର୍ଷିତଙ୍କ ସମେତ ଏବେ ବିଭିନ୍ନ ଦେଶର ୭ଜଣ ଖେଳାଳି…

‘Spider Thief’ Satish Acquitted: ନିରଞ୍ଜନଙ୍କ ଘରୁ ଚୋରି ଘଟଣା: ନିର୍ଦ୍ଦୋଷରେ ଖଲାସ ହେଲା ସ୍ପାଇଡର ସତୀଶ

ଭୁବନେଶ୍ବର:ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାରେ ଜେଏମଏଫସି କୋର୍ଟରେ ଶୁଣାଣି ହୋଇଛି । ଏହି ହାଇପ୍ରୋଫାଇଲ ଲୁଟ ଘଟଣାରେ ଗିରଫ ସ୍ପାଇଡର ସତୀଶଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଭୁବନେଶ୍ବର ଜେଏମଏଫସି କୋର୍ଟ-୩ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ବୈଭବଙ୍କ ଐତିହାସିକ ୧୭୫ ରନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତର ବୈଭବ ସୂର୍ଯ୍ୟବଂଶୀ ଐତିହାସିକ ଇନିଂସ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ବୈଭବ ୧୭୫ ରନ ସହାୟତାରେ ୪୧୧ ରନ ସଂଗ୍ରହ କରିଛି । ଆୟୂଷ ମାହାତ୍ରେ ୫୩ ଓ ଅଭିଜ୍ଞାନ କୁଣ୍ଡୁ ୪୦ ରନ କରିଥିଲେ ।…

ଦୁଇଟି ସ୍ଥାନରେ ନକ୍ସଲଙ୍କ ସହିଦ ସ୍ମାରକୀକୁ କରାଗଲା ଧ୍ବଂସ

ମାଲକାନଗିରି:ଛତିଶଗଡ଼ର ସୀମାନ୍ତ ସୁକମା ଏବଂ ବିଜାପୁର ଜିଲ୍ଲାରେ ନକ୍ସଲ ସର୍ଚ୍ଚ ଅପରେସନ ବେଳେ ଦୁଇଟି ସ୍ଥାନରେ ନକ୍ସଲଙ୍କ ସ୍ମାରକୀକୁ ଧ୍ବଂସ କରାଗଲା । ସୁକମାର ଚନ୍ଦାମେଟା ଅଂଚଳକୁ ଯବାନ ସର୍ଚ୍ଚ ଅପରେସନ କରିବାକୁ ଯାଉଥିବା ବେଳେ କେନ୍ଦ୍ରୀୟ କମିଟି ସଦସ୍ୟ ରାମନ୍ନାଙ୍କ ବିରାଟ ସହିଦସ୍ତମ୍ଭ…

ନିଶାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ; ପୋଲିସ ନିଜ ଆଡୁ ରୁଜୁ କରିଥିଲା ମାମଲା

କଟକ: ନିଶା ମହାରଣାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ । ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି । ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ଥାନାରେ ମାମଲା ହୋଇଥିଲା । ପୋଲିସ ନିଜ ଆଡୁ…

ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଅଭୟାରଣ୍ୟ

ଅନୁଗୋଳ: ବଦଳିବ ସାତକୋଶିଆର ରୂପରେଖ। ନୂଆ ରୂପ ପାଇବ ସାତକୋଶିଆ ଅଭୟାରଣ୍ୟ। ବିଶ୍ବସ୍ତରୀୟ ଈକୋ ଟୁରିଜିମ ହେବ ସାତକୋଶିଆ। ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି। ଜୈବ ବିବିଧତା ଭରା ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ବସ୍ତରୀୟ ଇକୋଟୁରିଜିମ । ବଦଳିବ ଅନୁଗୋଳ ଜିଲ୍ଲାରେ ଥିବା ସାତକୋଶିଆ…

Priyanka Chopra to Return Bollywood: ପୁଣି ବଲିଉଡକୁ ଫେରୁଛନ୍ତି ପିସି! ପରଦାରେ ପ୍ରିୟଙ୍କା-ହ୍ରିତିକ ଯୋଡି, ଏହି…

ମୁମ୍ବାଇ: ୨୦୨୫ ବର୍ଷ ହ୍ରିତିକ୍ ରୋଶନଙ୍କ ପାଇଁ ସେତେଟା ଖାସ୍ ନଥିଲା। ହ୍ରିତିକ୍ ରୋଶନଙ୍କ ଶେଷ ଫିଲ୍ମ "ୱାର୍ ୨" ୪୦୦ କୋଟି ବଜେଟ୍ ସହିତ ନିର୍ମିତ ହୋଇଥିଲା। ତଥାପି, ଫିଲ୍ମଟି ବକ୍ସ ଅଫିସରେ ଖରାପ ଭାବରେ ଫ୍ଲପ୍ ହୋଇଥିଲା ଏବଂ ନିର୍ମାତାମାନଙ୍କୁ ପ୍ରବଳ ଟ୍ରୋଲ୍ କରାଯାଇଥିଲା। ଯାହାହେଉ,…

କୋର୍ଟକୁ ବୋମା ଧମକ ଆସିବା ପରେ..

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କୋର୍ଟକୁ ବୋମା ଧମକ ଆସିବା ପରେ ଏଜି ପିତାମ୍ବର ଆଚାର୍ଯ୍ୟ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । କେହି ଏହି ଧମକରେ ଆତଙ୍କିତ ହୁଅନାହିଁ ଷ କେବଳ ଭୟ ସୃଷ୍ଟି ପାଇଁ ଏଭଳି ଧମକ ଆସିଛି । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି ବୋଲି ସେ…

ପୁଣି ଫସିଲେ ତୁଳସୀ ମାଲିକ ନାଣ୍ଡୁ ବାବୁ

ଭୁବନେଶ୍ୱର: ପୁଣି ଅଡୁଆରେ ପଡିଛନ୍ତି ତୁଳସୀ ଯାତ୍ରା ମାଲିକ ନାଣ୍ଡୁ ବାବୁ । ତାଙ୍କ ନାଁରେ ବାଲିପାଟଣା ଥାନାରେ ଏତଲା ଦିଆଯାଇଛି । ଯାତ୍ରା କଳାକାର ସାଇ ସତ୍ୟଜିତ ପଣ୍ଡାଙ୍କ ମା ଏତଲା ଦେଇଛନ୍ତି । ସତ୍ୟଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଯାଇ ଏତଲାରେ ଲେଖା ହୋଇଛି । ସତ୍ୟସାଇଙ୍କୁ ମାନସିକ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଯୋଗଦାନ

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟରେ ସଂଗ୍ରାମ କେଶରୀ ମହାପାତ୍ର ପରିଷଦର ଅଧ୍ୟକ୍ଷ(ଭାରପ୍ରାପ୍ତ) ଭାବରେ ଯୋଗଦାନ କରିଛନ୍ତି। ଏହି ଅବସରରେ ପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀ ମହାପାତ୍ରଙ୍କୁ ଅଭିବାଦନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ସଂଗ୍ରାମ କେଶରୀ ମହାପାତ୍ର…