New UGC Regulations: UGCର ନୂଆ ନିୟମ, କାହିଁକି ରାଗରେ ନିଆଁବାଣ ଜେନେରାଲ ପିଲା?
ନୂଆଦିଲ୍ଲୀ: UGC ର ନୂଆ ନିୟମକୁ ନେଇ ଦେଶରେ ନିଆଁ
ଭେଦଭାବକୁ ଏଡ଼ାଇବ ନା ସାଧାରଣ ବର୍ଗ ପିଲାଙ୍କ ପାଇଁ ପାଲଟିବ ଅଭିଶାପ?
ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ, UGC, ଭାରତରେ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଭେଦଭାବକୁ ରୋକିବା ଏବଂ ସମାନତା ଆଣିବ ପାଇଁ ନୂତନ ନିୟମ ଇକ୍ୱିଟି ୨୦୨୬ ଲାଗୁ…