Sunita Williams Retires: ବିଦାୟ ନେଲେ ସୁନିତା ୱିଲିୟମ୍ସ
ନୂଆଦିଲ୍ଲୀ: ବିଦାୟ ନେଲେ ଭାରତର ଝିଅ ସୁନିତା
୩ ଟି ମିଶନ...ମହାକାଶରେ ୬୦୮ ଦିନ...
୨୭ ବର୍ଷ ଯାତ୍ରାରେ ପକାଇଲେ ପୂର୍ଣ୍ଣଚ୍ଛେଦ
ମହାକାଶକୁ ଟାଟା କହିଲେ ସୁନିତା ୱିଲିୟମ୍ସ
ନାସାର କରିଡରରେ ୨୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏକ ଯାତ୍ରା ଆଜି ଶେଷ କରିଛନ୍ତି ସୁନିତା…