ଇନଷ୍ଟାଣ୍ଟ ଲୋନ୍ ଆପରୁ ଋଣ ନେଇ ଶିକ୍ଷକଙ୍କ ଜୀବନ ଗଲା
ମୁମ୍ବାଇ: ମହାରାଷ୍ଟ୍ରର ଆଲିବାଗରେ ଜଣେ ୪୫ ବର୍ଷୀୟ ସ୍କୁଲ ଶିକ୍ଷକ ଉଲୱେ ନିକଟସ୍ଥ ଅଟଳ ସେତୁରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ମୃତକଙ୍କ ନାମ ବୈଭବ ପିଙ୍ଗାଲେ ହୋଇଥିବା ବେଳେ ସେ ଆଲିବାଗର କୁରୁଦ ଗାଁର ବାସିନ୍ଦା ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଶିକ୍ଷକ ଜଣକ କରଜ ସୁଝିବା ପାଇଁ…