Latest Odisha News

BREAKING NEWS

ଏହି ଦିଗରେ ନିର୍ମାଣ କରନ୍ତୁ ଶିଡି; ବଢିବ ସୁଖଶାନ୍ତି!

ଭୁବନେଶ୍ବର: ବାସ୍ତୁଶାସ୍ତ୍ରରେ ଶିଡି ପାଇଁ ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ପରିବାରର ସୁଖ ଓ ସମୃଦ୍ଧି ବଢ଼ିଥାଏ । ଆସନ୍ତୁ ଜାଣିବା ଘରର ଶିଡି କିପରି ହେବା ଆବଶ୍ୟକ । -ଶିଡ଼ି ପାଇଁ ଦକ୍ଷିଣ ପଶ୍ଚିମ ଦିଗ ଶୁଭ । ଏହି ଦିଗରେ ଘରର ଶିଡି ଥିଲେ ଘରେ ସୁଖଶାନ୍ତି ବଢିଥାଏ। ଘରର…

ବିବାହରେ ଉପୁଜୁଛି ବାଧା? ମହାଶିବରାତ୍ରୀରେ କରନ୍ତୁ ଏହି ଉପାୟ

ଭୁବନେଶ୍ବର: ଆପଣଙ୍କ ବିବାହରେ ବିଳମ୍ବ ହେଉଛି ବା କୌଣସି ବାଧା ଉପୁଜୁଛି , ତେବେ ଏହି ମହାଶିବରାତ୍ରୀରେ ମହାଦେବଙ୍କ ଉପାସନା କରନ୍ତୁ । ବିବାହର ଯୋଗ ଫିଟିବା ସହ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ମହାଶିବରାତ୍ରିରେ ରାତିର ଚାରି ପ୍ରହରରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ନିଜର…

ମହାଶିବରାତ୍ରୀରେ ଏହି ୪ରାଶିଙ୍କ ଖୋଲିବ ଭାଗ୍ୟ

ଭୁବନେଶ୍ବର: ଚଳିତବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଫାଲଗୁନ୍‌ ମାସରେ ପଡୁଥିବା ଶିବରାତ୍ରି ସବୁଠାରୁ ସ୍ବତନ୍ତ୍ର ଅଟେ। କାରଣ ଏହି ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ତେବେ…

ନୂଆଦିଲ୍ଲୀ ଷ୍ଟେସନ ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ, ୧୧ରୁ ଅଧିକ ଆହତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଷ୍ଟେସନ ଦଳାଚକଟାରେ ୧୫ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୧୧ରୁ ଅଧିକ ଆହତ ହୋଇଛନ୍ତି। ଲୋକନାୟକ ହସ୍ପିଟାଲର ଜରୁରୀକାଳୀନ ବିଭାଗ ମୁଖ୍ୟ ଡାକ୍ତର ରିତୁ ସକ୍ସେନା ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର ଏଲଜି ଭିକେ ସକ୍ସେନା ଏକ୍ସରେ ପୋଷ୍ଟ କରି ଘଟଣା ବାବଦରେ ସୂଚନା ଦେଇଛନ୍ତି…

ଦିଲ୍ଲୀରୁ ବଡ଼ ଖବର: ରେଳଷ୍ଚେସନରେ ଦଳଚକଟା ସ୍ଥିତି, ୧୫ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶନିବାର ସଂଧ୍ଯାରେ ରାଜଧାନୀ ଦିଲ୍ଲୀରେ ଥିବା ରେଳ ଷ୍ଟେସନରେ ଦଳଚକଟା ସ୍ଥିତି । କୁମ୍ଭମେଳାକୁ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭିଡ଼ ଜମିଥିଲା । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟ୍ରେନ୍ ବାତିଲ ଯୋଗୁଁ ଭିଡ଼ ଅଧିକ ଥିଲା, ଯାହା ଫଳରେ ଅଣାୟତ ସ୍ଥିତି ସୃଷ୍ଟି ହୋଇଥିଲା।…

ପେସ ପିଚରେ ସ୍ପିନ ରଣନୀତି

ଦୁବାଇ: ଭାରତୀୟ କ୍ରିକେଟ ଟିମ ଏଥର ଚାମ୍ପିୟନ୍ସ ଟ୍ରଫି ହାସଲ କରିବା ଦୌଡରେ ଆଗରେ ରହିଛି । ଇଂଲଣ୍ଡ ବିପକ୍ଷ ସିରିଜ ପରେ ଦଳ ଏଠାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ତେବେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଟିମ ଚୟନ…

ଭାରତର ମିଶନ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଭାରତୀୟ ଦଳ ଦୁବାଇ ଗସ୍ତରେ ଯାଇଛି । ଅନ୍ୟ ଅର୍ଥରେ ଟିମ ଇଣ୍ଡିଆର ମିଶନ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ବିସିସିଆଇ ଖେଳାଳିମାନଙ୍କ ପାଇଁ କେତେକ ନିୟମାବଳୀ ଜାରୀ କରିଛି । ଏହା ଖେଳାଳିମାନଙ୍କ ମାନସିକତା ଉପରେ କେତେ…

ଫେବୃଆରୀ ୧୯ରେ ବଜାରକୁ ଆସିବ iPhone SE4 !

ନୂଆଦିଲ୍ଲୀ: ଆପଲ୍‌ ସିଇଓ ଟିମ୍‌ କୁକ୍‌ ଏକ ଟିଜର ଜାରି କରିଛନ୍ତି । ଯେଉଁଥିରେ ସେ ଆପଲ୍‌ର ଏକ ନୂଆ ପ୍ରଡକ୍ଟକୁ ଆସନ୍ତା ଫେବୃଆରୀ ୧୯ରେ ଆପଲ୍‌ ଇଭେଣ୍ଟରେ ଲଞ୍ଚ କରିବା ନେଇ ଘୋଷଣା କରିଛନ୍ତି । ଏହାପରେ ଆଇଫୋନ ଏସଇ4  ଲଞ୍ଚକୁ ନେଇ ଚର୍ଚ୍ଚା ବଢିଛି । ସୂଚନାଥାଉକି, ଆପଲ୍‌ ସିଇଓ ଜାରି…

ଏମାନଙ୍କୁ ବିଟ୍ ଖାଇବା ମନା..

ଭୁବେନେଶ୍ବର : ବିଟ୍ ଏପରି ଏକ ପରିବା, ଯେଉଁଥିରେ ଭିଟାମିନ୍ ଏ,ସି ,ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ତେଣୁ ଏହି ବିଟ୍ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳେ । କିନ୍ତୁ ଆପଣ ଜାଣିଛନ୍ତି କି, ପୋଷକତତ୍ତ୍ବରେ ଭରପୂର ଏହି ବିଟ୍ କିଛି ଲୋକଙ୍କ ପାଇଁ କ୍ଷତିକାରକ…

ଶେଷ ହୋଇଗଲା କି ରୋହିତଙ୍କ ଟେଷ୍ଟ କ୍ୟାରିୟର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଏକପ୍ରକାର ଶେଷ ହୋଇ ଯାଇଥିବା ଅନୁମାନ କରାଯାଉଛି । ଏବେ ଚାମ୍ପିୟନ୍ସ ଟ୍ରଫି ପରେ ରୋହିତଙ୍କ ଦିିନିକିଆ କ୍ୟାରିୟରର ଭାଗ୍ୟ ନିର୍ଭର କରୁଛି । ଯଦି ସେ ଭାରତକୁ ଚାମ୍ପିୟନ କରାଇବେ ତାହାହେଲେ ବେଶ କିଛି ଦିନ ଏହି…