୧୯ରେ ଦିଲ୍ଲୀରେ ଶପଥ ଗ୍ରହଣ! କିଏ ହେବ ମୁଖ୍ୟମନ୍ତ୍ରୀ…ଏବେ ବି ସସପେନ୍ସ ଜାରି
ନୂଆଦିଲ୍ଲୀ: ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ କରିପାରେ ବିଜେପି । ଏନେଇ ସରକାରୀ ରିପୋର୍ଟରୁ ଜଣାପଡିଛି । ଏହା ପୂର୍ବରୁ ୧୭ ଏବଂ ୧୮ରେ ବିଜେପିର ବିଧାୟକ ଦଳ ବୈଠକ ବସିପାରେ । କିଏ ଦିଲ୍ଲୀ ଶାସନ ଭାର ସମ୍ଭାଳିବ? କାହାକୁ ବାଛିବେ…