ଦିଲ୍ଲୀ ଭଳି ବଦଳିବ କି ବିହାର ସମୀକରଣ, ଏଭଳି କହିଲେ ଲାଲୁ…
ନୂଆଦିଲ୍ଲୀ: ଯେପର୍ଯ୍ୟନ୍ତ ଆମେ ବିହାରରେ ଅଛୁ, ସେପର୍ଯ୍ୟନ୍ତ ବିଜେପି ସରକାର ଗଠନ କରିପାରିବ ନାହିଁ। ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିଲା ଯେ ଦିଲ୍ଲୀରେ ଯେଭଳି ସତ୍ତା ପରିବର୍ତ୍ତନ ହେଲା…