Latest Odisha News

BREAKING NEWS

ନାଗା ସାଧୁ ହେବା ପାଇଁ କ’ଣ ରହିଛି କଠିନ ପରୀକ୍ଷା? ଆସନ୍ତୁ ଜାଣିବା…

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହାପର୍ବ। ଏଠାରେ ଦେଖିବାକୁ ମିଳୁଛି ଭକ୍ତ ଶ୍ରାଦ୍ଧହଲୁ ଓ ଅନେକ ସାଧୁ ସନ୍ଥଙ୍କ ଭିଡ। ଅନେକ ସାଧୁ ସନ୍ଥଙ୍କ ଭିତରେ ବାରି ହୋଇ ପଡ଼ୁଛନ୍ତି ନାଗା ସାଧୁ। ସେମାନଙ୍କ ଜୀବନ ଶୈଳୀ ଅତ୍ୟନ୍ତ କଠିନ ହୋଇଥିବା ଶୁଣଇବାକୁ ମିଳେ। ହିନ୍ଦୁ ଧର୍ମରେ ନାଗା…

ଭାରତୀୟ ମହିଳା ଟିମ ଜିତିଲା ଖୋ ଖୋ ବିଶ୍ୱକପ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଖୋ ଖୋ ମହିଳା ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇଛି । ଭାରତର ଏହା ପ୍ରଥମ ଟାଇଟଲ ରବିବାର ଖେଳା ଯାଇଥିବା ଫାଇନାଲରେ ଭାରତ ୭୮-୪୦ରେ ନେପାଳକୁ ପରାସ୍ତ କରିଥିଲା । ଟର୍ଣ୍ଣ ୧ ସୁଦ୍ଧା ଭାରତ ୩୪-୦ର ଅଗ୍ରଣୀ ରହି ବିପକ୍ଷ ଟିମକୁ…

ସହିଦ ଜବାର, ପ୍ରତ୍ୟାଶା ପାଇଲେ ଓସଜା ବାର୍ଷିକ ପୁରସ୍କାର

ଭୁବନେଶ୍ବର: ‘ବିଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ନିର୍ମ।ଣ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣା ଉପରେ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ଓଡ଼ିଶା ସହ ମୋର ସଂପର୍କ ବହୁ ପୁରୁଣା । କଟକରେ ଆୟୋଜିତ ଜୁନିୟର ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ…

ବିଗବସ୍ ୧୮; ସୁଟିଂ ନକରି ସେଟରୁ କାହିଁକି ପଳାଇଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବିନା ସୁଟିଂରେ ସେଟରୁ ପଳାଇଲେ ଅକ୍ଷୟ କୁମାର।ରିଆଲିଟି ସୋ 'ବିଗ୍ ବସ୍ ୧୮' ସେଟରେ ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ 'ସ୍କାଏ ଫୋର୍ସ'ର ପ୍ରମୋସନ ସୁଟିଂ କରିଥାନ୍ତେ। କିନ୍ତୁ ସେ ସୁଟିଂ ନକରି ସେଟ୍ ରୁ ଫେରି ଯାଇଥିଲେ ତେବେ ଏହା ପଛରେ କାରଣ ସଲମାନ ଖାନ ବୋଲି କୁହାଯାଉଛି।…

୨୬ ବଲ ଖେଳି ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: କୁଆଲଲୁମ୍ପୁରରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଟିମ ୧୩.୨ ଓଭରରେ ୪୪ ରନ କରି ଅଲଆଉଟ…

ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଟେଣ୍ଟ

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ରବିବାର ଦିନ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ସୂଚନା ଅନୁଯାୟୀ, ତୁଳସୀ ମାର୍ଗ ସେକ୍ଟର ୧୯ର ରେଲୱେ ଟ୍ରାକ ତଳେ ଥିବା ଗୀତା ପ୍ରେସ୍ ଗୋରଖପୁରର ଶିବିରରେ ଅଗ୍ନିକାଣ୍ଡ ଘଟିଛି। ଯାହାକି କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା।  ଅଗ୍ନିକାଣ୍ଡ ସଂସ୍ପର୍ଶରେ…

ସୈଫ୍ ଓ କରିନାଙ୍କ ଫଟୋ ଶେୟାର କରି କାହିଁକି ଟ୍ରୋଲ୍ ହେଲେ ଶତୃଘ୍ନ… 

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲାରେ ପରିଶେଷରେ ମୁମ୍ବାଇ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୈଫଙ୍କ ଉପରେ ଆକ୍ରମଣ ପରେ ଅନେକ ଲୋକ ସୋସିଆଲ ମିଡିଆରେ ସମର୍ଥନ ଜଣାଉଥିବା ନଜର ଆସିଛି। ଏହାରି ମଧ୍ୟରେ କିମ୍ବଦନ୍ତୀ ଅଭିନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ସୋସିଆଲ ମିଡିଆରେ…

ଅଜବ ପରମ୍ପରା; ଏହି ଦେଶରେ ଚା’ର ମିଠାରୁ ସ୍ଥିର କରାଯାଏ ବିବାହ…

ନୂଆଦିଲ୍ଲୀ: ଆମ ଦେଶ ଭାରତରେ ସାଧାରଣତଃ ଦିନ ଆରମ୍ଭ ଏକ ଚା’ କପ୍ ସହିତ ଆରମ୍ଭ ହୁଏ । କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା' ମିଳେନାହିଁ, ତେବେ ସେହି ଦିନଟି ଅସମ୍ପୂର୍ଣ୍ଣ ପରି ମନେହୁଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବୁ ଯେଉଁଠାରେ ଚା’ର ମିଠା ସହିତ ବିବାହ…

ଗ୍ରାମାଞ୍ଚଳରେ ଅଧିକ ବ୍ୟବହାର ହେଉଛି ଇଣ୍ଟରନେଟ !

ନୂଆଦିଲ୍ଲୀ : ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହା ୯୦ କୋଟିରେ ପହଞ୍ଚିଛି। ରିପୋର୍ଟ ମୁତାବକ ୨୦୨୪ ରେ ଏହି ୟୁଜର୍ସଙ୍କ ସଂଖ୍ୟା ୮୮.୬ କୋଟି ଥିଲା। ପ୍ରତିବର୍ଷ ଏହି ସଂଖ୍ୟା ୮% ହିସାବରେ ବଢୁଥିବାବେଳେ ଗ୍ରାମାଞ୍ଚଳରେ ଅଧିକ ବ୍ୟବହାର ହେଉଛି…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଫସିଲେ ୫୦ ଯାତ୍ରୀ

ବ୍ରହ୍ମଗିରି: ଚିଲିକା ମଝିରେ ଆଜି ଏକ ଯାତ୍ରୀବାହୀ ଡଙ୍ଗାଟି ଫଶି ରହିଥିବା ଘଟଣା ସାମ୍ନାକୁ ଆସିଛି । ଡଙ୍ଗାଟିରେ ୫୦ ଜଣ ଯାତ୍ରୀ ଥିଲେ । ଯାନ୍ତ୍ରୀକ ତୃଟି କାରଣରୁ ଡଙ୍ଗାଟି ବହୁ ସମୟ ଧରି ଅଟକି ରହିଥିଲା । ପରେ ଅନ୍ୟ ଦୁଇଟି ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ।…