କାହିଁକି ବିବାହିତ ମହିଳାମାନେ ପିନ୍ଧନ୍ତି ମଙ୍ଗଳସୂତ୍ର?
ଭୁବନେଶ୍ବର: ଆମ ହିନ୍ଦୁ ରୀତିନୀତିରେ ବିବାହିତ ମହିଳାମାନେ ସାଧାରଣତଃ ବିବାହ ପରେ ମଙ୍ଗଳସୂତ୍ର ପିନ୍ଧନ୍ତି । ବିବାହ ସମୟରେ ମଧ୍ୟ ଦୁଇଟି ଜିନିଷ ଗୁରୁତ୍ବପୂର୍ର୍ର ରହିଥାଏ । ଗୋଟିଏ ହେଲା ସିନ୍ଦୁର ଏବଂ ଆଉ ଗୋଟେ ହେଲା ମଙ୍ଗଳସୂତ୍ର । ହେଲେ କେବେ ଆପଣ ଭାବିଛନ୍ତି କି କାହିଁକି ବିବାହିତ…