Latest Odisha News

BREAKING NEWS

ସମ୍ବିଧାନକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି ଓ ଆରଏସଏସ: ରାହୁଲ

ପାଟନା : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ମୋଦୀ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ବିହାର ରାଜଧାନୀ ପାଟନାରେ ସମ୍ବିଧାନ ସୁରକ୍ଷା ସମ୍ମେଳନକୁ ସମ୍ବୋଧିତ କରି ଶାସକ ବିଜେପିରେ ବିଧାୟକ ଓ ସାଂସଦମାନଙ୍କର କୌଣସି କ୍ଷମତା ନାହିଁ ବୋଲି କହିଛନ୍ତି। ସେ ସମ୍ବିଧାନକୁ ନେଇ ଆରଏସଏସକୁ…

୭୦୦ ପାଲେଷ୍ଟାଇନଙ୍କୁ ଛାଡିବ ଇସ୍ରାଏଲ୍, ଜାରି କଲା ତାଲିକା

ଗାଜା: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ମଧ୍ଯରେ ଆସିଛି ବଡ଼ ଖବର। ଗାଜାରେ ହମାସ ସହିତ ସଂଘର୍ଷ ବନ୍ଦ କରିବା ପାଇଁ ୭୦୦ରୁ ଅଧିକ ପାଲେଷ୍ଟାଇନ ବନ୍ଦୀଙ୍କ ତାଲିକା ପ୍ରକାଶ କରାଯାଇଛି। ଯେଉଁମାନଙ୍କୁ ଚୁକ୍ତି ଅନୁଯାୟୀ ରିଲିଜ କରାଯିବ ବୋଲି ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ…

ନାଲି ଗାଜର ଭଲ ନା କମଳା ରଙ୍ଗ ଗାଜର!

ଭୁବନେଶ୍ବର:ଶୀତ ଦିନରେ ଗାଜର ଉତ୍ପାଦନ ଅଧିକ ହୋଇଥାଏ । ଏହି ଗାଜର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆପଣ ହାଟରେ ଦୁଇ ପ୍ରକାରର ଗାଜର ଦେଖିଥିବେ । ନାଲି ଗାଜର ଏବଂ କମଳା ରଙ୍ଗର ଗାଜର । ଉଭୟଙ୍କର ସ୍ୱାଦ,ରଙ୍ଗ ଏବଂ ପୋଷକତ୍ତ୍ବରେ ପାର୍ଥକ୍ୟ ରହିଛି । ଆସନ୍ତୁ ଜାଣିବା କେଉଁ ଗାଜର ଭଲ । ନାଲି…

ସୁଟିଂ ସେଟରେ ଆହତ ହେଲେ ଅର୍ଜୁନ କପୁର ଓ ଜ୍ୟାକି ଭଗନାନି

ମୁମ୍ବାଇ: ସୁଟିଂ ସେଟରେ ଆହତ ହେଲେ ଅର୍ଜୁନ କପୁର ଓ ଜ୍ୟାକି ଭଗନାନି। ଅର୍ଜୁନ କପୁର ତାଙ୍କର ଆଗାମୀ ଫିଲ୍ମ  'ମେରେ ହସବ୍ୟାଣ୍ଡ କି ବିବି ' ର ସୁଟିଂ କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। 'ମେରେ ହସବ୍ୟାଣ୍ଡ କି ବିବି' ସେଟରେ ଏକ ଗୀତ ସୁଟିଂ ଚାଲିଥିବା ବେଳେ ହଠାତ୍ ଛାତ…

ବାଥରୁମରେ କାହିଁକି ଅଧିକ ବ୍ରେନ୍ ଷ୍ଟ୍ରୋକ ହୁଏ?

ଭୁବନେଶ୍ବର: ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଭାରତରେ କାଳକାଳରୁ ପରମ୍ପରା ରହିଛି ପ୍ରଥମେ ପାଦରେ, ପରେ ଅଣ୍ଟା, ଏହାପରେ ବେକରେ ଏବଂ ଶେଷରେ ମୁଣ୍ଡରେ ପାଣି ଢଳାଯାଏ । ବୈଜ୍ଞାନିକ ଦୃଷ୍ଟି କୋଣରେ, ସିଧାସଳଖ ମୁଣ୍ଡରେ ଥଣ୍ଡା ପାଣି ଢାଳିବା ଦ୍ୱାରା ରକ୍ତ…

ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ରଣଜୀ ଖେଳିବେ ରୋହିତ

ମୁମ୍ବାଇ: ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ରଣଜୀ ମ୍ୟାଚ ଖେଳିବେ । ଆନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ରୋହିତ ଫର୍ମକୁ ଫେରିବାକୁ ଚାହୁଁଛନ୍ତି । ସେ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ମୁମ୍ବାଇ ପକ୍ଷରୁ ଖେଳିବେ । ୨୩ ଜାନୁୟାରୀରେ ଜମ୍ମୁ ଏବଂ କଶ୍ମୀର…

କେଜ୍ରିୱାଲଙ୍କ ନୂଆ ପ୍ରତିଶ୍ରୁତି; ଦିଲ୍ଲୀର ଭଡାଟିଆଙ୍କୁ ମିଳିବ ମାଗଣା ବିଦ୍ୟୁତ୍ ଓ ପାଣି

ନୂଆଦିଲ୍ଲୀ: ଦିଲ୍ଲୀରେ ଭଡାଟିଆମାନଙ୍କୁ ମାଗଣା ବିଦ୍ୟୁତ୍ ଏବଂ ପାଣି ମିଳିବ। ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି ଯେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଯଦି ଆପ୍ ସରକାର…

ଏଣିକି ଗାଡ଼ିର ଇନ୍‌ସୁରାନ୍ସ ନଥିଲେ ଅଟୋମେଟିକ୍‌ କଟିଯିବ ଚାଲାଣ

ଭୁବନେଶ୍ବର: ଏଣିକି ଗାଡି ଚାଳକ ସାବଧାନ। ଗାଡି ବୀମା ବା ଇନସୁରାନ୍ସ ନଥିଲେ କଟିବ ଚାଲାଣ। ରାଜପଥରେ ଲାଗିଥିବା କ୍ୟାମେରା ଜରିଆରେ ସ୍ବୟଂଚାଳିତ ଭାବେ ବା ଅଟୋମେଟିକ୍‌ ଚାଲାଣ କଟିଯିବ। ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ। ଆସନ୍ତା ଫେବୃଆରୀ ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ…

ମହାକୁମ୍ଭରେ ‘ଗୋଲ୍ଡେନ ବାବା’; ପିନ୍ଧିଛନ୍ତି ୬ କୋଟିର ଅଳଙ୍କାର, ଫୋନ କଭର ବି ସୁନାର… 

ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ପ୍ରତିଦିନ ନୂଆନୂଆ ସାଧୁସନ୍ଥଙ୍କୁ ଦେଖିବାକୁ ମିଳୁଛି। ଏପରିକି ସେମାନଙ୍କ ମଧ୍ଯ ସାଧୁ ନିଜର ନିଆରା ଅନ୍ଦାଜ ପାଇଁ ଶ୍ରଦ୍ଧାଳୁଙ୍କ ଗହଣରେ ଭାଇରାଲ ହେଉଛନ୍ତି। ଏହି ତାଲିକାରେ ଆଉ ଜଣେ ନୂଆ ନାମ ଯୋଡି ହୋଇଛି। ସେ ହେଉଛନ୍ତି ୬୭ ବର୍ଷୀୟ…

ଚାମ୍ପିୟନ୍ସ ଟ୍ରଫି: ସୁଯୋଗ ପାଇଲେନି ଏହି ୫ ଖେଳାଳି

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଓ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ଚାମ୍ପିୟନ୍ସ ଟ୍ରଫିରେ ଖେଳିବା ଆଶା ରଖିଥିବା ଏହି ୫ ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ଏମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର…