Cold Wave: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ, ଥରିବ ଏସବୁ ଜିଲ୍ଲା
ଭୁବନେଶ୍ୱର: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ ପ୍ରଭାବ। ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୨ଦିନ ଏଭଳି ସ୍ଥିତି ଲାଗି ରହିବ। ଝାରସୁଗୁଡ଼ାରେ ୬ ଡ଼ିଗ୍ରୀ ଛୁଇଁଲା ପାରଦ। ଆଜି ସକାଳ ୫ଟା ୩୦ରେ ୬.୮°C ରେକର୍ଡ ହୋଇଛି। ୨ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ!--StartFragment>…