ଆସୁଛି ଦାଦା ସାହେବ ଫାଲକେଙ୍କ ବାଓପିକ୍; ନଜର ଆସିବେ ଆମିର…
ନୂଆଦିଲ୍ଲୀ: ଆମିର ଖାନ ଏବଂ ରାଜକୁମାର ହିରାନୀ ପୂର୍ବରୁ "3 ଇଡିଅଟ୍ସ" ଏବଂ "PK" ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି। ଏବେ ସେମାନେ ପୁଣି ଏକ ନୂଆ ଫିଲ୍ମ ପାଇଁ ଏକାଠି ହେଉଛନ୍ତି। ଯାହା ଦାଦା ସାହେବ ଫାଲକେଙ୍କ ଉପରେ ଆଧାରିତ।
ରିପୋର୍ଟ ଅନୁଯାୟୀ, କାହାଣୀକୁ ସୁଦୃଢ଼ କରିବା ପାଇଁ…