Latest Odisha News

BREAKING NEWS

କୋଚ ହେବା ପରେ ଗମ୍ଭୀର ପାଇବେ କେତେ ଟଙ୍କା

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ ନିଯୁକ୍ତ କରାଯାଇଛି । ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ଚଳିତ ବର୍ଷ ଶ୍ରୀଲଙ୍କା ଗସ୍ତରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ଏବଂ ଏହା ୨୦୨୭ ପର୍ଯ୍ୟନ୍ତ ରହିବ । ବିଶ୍ୱର ସବୁଠାରୁ ଧନୀ ବୋର୍ଡ ଭାବେ ପରିଚିତ…

ପହଣ୍ଡି ଅଘଟଣଙ୍କୁ ନେଇ କିଛି ଏମିତି କହିଲେ ଆଇନ ମନ୍ତ୍ରୀ…..

ପୁରୀ: ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେରେ ଘଟିଥିବା ଅଘଟଣକୁ ନେଇ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ଅଧିକ ତଦନ୍ତ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ତେବେ ମହାପ୍ରଭୁ ପଡିଯିବା ଘଟଣାକୁ ନେଇ ଗତକାଲି ଏକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । ଏହା…

କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ତେବେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲେ ମଧ୍ୟ ତିହାର ଜେଲରେ ହିଁ ରହିବେ କେଜ୍ରିଓ୍ବାଲ । କାରଣ ଏହି ଦୁର୍ନୀତି ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ…

କପଡା ବିକ୍ରି ପାଇଁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା: ଜଣେ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ

ବରଗଡ: କପଡା ବିକ୍ରି ପାଇଁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା। ଜଣେ ମୃତ। ବରଗଡ଼ ଗୋବିନ୍ଦପୁରର ୫୫ ବର୍ଷୀୟ ଉପେନ୍ଦ୍ର ଗର୍ଡିଆ କପଡା ବିକ୍ରି କରିବା ପାଇଁ ଯାଉଥିବା ସମୟରେ ବରଗଡ଼ ଜାତୀୟ ରାଜପଥ ଟେଙ୍ଗନାନାଲି ବ୍ରିଜ ନିକଟରେ ଏକ ଲାଲ ରଙ୍ଗର ଟ୍ରକ ଧକ୍କା ଦେଇ ଫେରାର ମାରିଛି। ତେବେ…

ନେପାଳରେ ଭୂସ୍ଖଳନ: ନଦୀରେ ଭାସିଗଲା ୨ଟି ବସ୍, ୬୩ ନିଖୋଜ

ନେପାଳ: ନେପାଳରେ ଭୁସ୍ଖଳନ ପରେ ବଡ଼ ଧରଣ ଅଘଟଣ। ଭୁସ୍ଖଳନ ଯୋଗୁଁ ଦୁଇଟି ବସ୍ ତ୍ରୀସୁଳି ନଦୀରେ ଭାସିଯାଇଛି। ବସରେ ୬୩ ଜଣ ଯାତ୍ରୀ ଥିଲେ । ଏବେ ସୁଦ୍ଧା ସେମାନଙ୍କର ପତ୍ତା ମିଳୁନି। ୨ଟି ବସ୍‌ରେ ଡ୍ରାଇଭର ସହ ପାଖାପାଖି ୬୩ ଯାତ୍ରୀ ରହିଥିଲେ। କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ…

ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ଚିକିତ୍ସା ନିମନ୍ତେ ସରକାରଙ୍କ ତରଫରୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଶ୍ରୀ ସୂର୍ଯ୍ୟବଂଶୀ ପଦ୍ମଶ୍ରୀ ସ୍ୱାଇଁଙ୍କ…

ତାପଙ୍ଗ ଖଣି ପାଣିରୁ ମିଳିଲା ନିଖୋଜ ଓମ୍‌ ପ୍ରକାଶଙ୍କ ମୃତଦେହ

ଖୋର୍ଦ୍ଧା: ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ। ୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସିଲା ମୃତଦେହ। ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଯୁବକ। ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି…

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି ୨୦୨୪’ ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଦ୍ୱିତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀଙ୍କ ଭାବଭରା ସଙ୍ଗୀତ ଶ୍ରୋତାଙ୍କୁ ବିମୁଗ୍ଧ କରିଛି…

ସୁସ୍ଥ ଅଛନ୍ତି ତ ଜୋ ବାଇଡେନ ? ଆମେରିକାର ଉପରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ପୁଟିନ ବୋଲି କହିଦେଲେ

ୱାଶିଂଟନ୍‌: ଆମେରିକାର ରାଷ୍ଟ୍ରପତିଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଲଗାତାର ଉଠୁଛି ପ୍ରଶ୍ନ। ଜୋ ବାଇଡେନ ସର୍ବସାଧାରଣରେ ଭାଷଣ ଦେବାବେଳେ କ୍ରମାଗତ ଭୁଲ କରୁଛନ୍ତି। ଗୁରୁବାର ଦିନ ସେ ଭୁଲବଶତଃ ତାଙ୍କ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ 'ଉପରାଷ୍ଟ୍ରପତି ଟ୍ରମ୍ପ' ବୋଲି…

ଆଜି ଆସିବ କେଜ୍ରିୱାଲଙ୍କ ମାମଲାର ରାୟ

ନୂଆଦିଲ୍ଲୀ: ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନ ପ୍ରସଙ୍ଗରେ ଆଜି ଆସିବ ସଂରକ୍ଷିତ ରାୟ। ଏହାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ଦିଲ୍ଲୀ ମଦନୀତି ସହ ଜଡିତ ମନି ଲଣ୍ଡିରିଂ ମାମଲାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…