Latest Odisha News

BREAKING NEWS

ରାହୁଲଙ୍କ ସମର୍ଥନରେ ବାହାରିଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହିନ୍ଦୁଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଜ‌ୋରଦାର ବିରୋଧ କରାଯାଉଛି। ଏଭଳି ସମୟରେ ରାହୁଲଙ୍କ ସମର୍ଥନର‌େ ବାହାରିଛନ୍ତି ଉତ୍ତରାଖଣ୍ଡ ଜ୍ୟୋତିର୍ମଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ। ସ‌େ ରାହୁଲ…

ଚାମ୍ପିୟନ୍ସ ଟ୍ରଫି ପାଇଁ ଅବସରରୁ ୟୁ ଟର୍ଣ୍ଣ ନେବାକୁ ୱାର୍ଣ୍ଣର ପ୍ରସ୍ତୁତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ସେ ଏବେ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତିି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି…

ଭାରତର ଶେଷ ଗାଁ, ଯେଉଁଠି ରହିଛି ଦ୍ରୌପଦୀ ମନ୍ଦିର

ନୂଆଦିଲ୍ଲୀ: ଭାରତ ଦେଶରେ ବହୁ ଗାଁ ରହିଛି। ନିଜର ସଂସ୍କୃତି ଓ ପରମ୍ପରା ପାଇଁ କେତେକ ଗାଁ ଖୁବ ପ୍ରସିଦ୍ଧ ମଧ୍ୟ। ଯେଉଁ କାରଣରୁ ସେହି ଗାଁ ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥାଏ। ପ୍ରକୃତିର ସୁନ୍ଦର ରୂପକୁ ଅନୁଭବ କରିବାକୁ ହେଉ ଅଥବା ଭ୍ରମଣର ସ୍ୱତନ୍ତ୍ର ମଜା ପାଇଁ ହେଉ ବହୁ ଲୋକେ…

ବେଙ୍ଗାଲୁରୁ ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ବସ୍

ବେଙ୍ଗାଲୁରୁ: ଇଞ୍ଜିନ ଷ୍ଟାର୍ଟ କରୁକରୁ ହୁତୁହୁତୁ ହୋଇ ଜଳିଲା ବସ୍। କିନ୍ତୁ ଚାଳକଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଅଳ୍ପକେ ବର୍ତ୍ତିଯାଇଛି ସମସ୍ତ ଯାତ୍ରୀଙ୍କ ଜୀବନ। ଏହି ଘଟଣା ଘଟିଛି ବେଙ୍ଗାଲୁରୁର ଏମଜି ରୋଡ଼ରେ। ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ (ବିଏମଟିସି) …

ପ୍ରତିଷୋଧ ନେଉଛି ସାପ, ଖୋଜି ଖୋଜି କାମୁଡୁଛି…

ଫତେପୁର: ଅନେକ ଫିଲ୍ମ ଓ ଟିଭି ସିରିଏଲ, ଯାହା ସାପ କାହାଣୀ ଉପରେ ଆଧାରିତ, ସେଥିରେ ଆମେ ସାପ ପ୍ରତିଷୋଧ ନେଉଥିବାର ଦେଖିଥାଉ । କୁହାଯାଏ ଥରେ ଯଦି ସାପ ଆଖିରେ କାହାର ଚେହେରା କଏଦ୍ ହୋଇଗଲା, ସେ ପାତାଳରେ ଲୁଚିଲେବି ତାକୁ ଖୋଜି ଦଂଶନ କରିଥାଏ ସାପ ।  ଏମିତି ଘଟଣା ଟିଭି ପରଦାରେ ଆମେ…

ରତ୍ନ ଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଦର୍ଶନ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆସନ୍ତା ୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ଜଷ୍ଟିସ୍ ବିଶ୍ବନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଯାଇଛି । ଖାଲି ଯାହା ସରକାରଙ୍କ ଅନୁମତି ପରେ ଆସନ୍ତା ୧୪ରେ ଖୋଲିବ ରତ୍ନଭଣ୍ଡାର । ଖାଲି ଖୋଲିବନି…

ପିଏମ୍ ଆବାସ ଯୋଜନା ଟଙ୍କା ଧରି ପ୍ରେମିକ ସହ ୧୧ ମହିଳା ଫେରାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ନେଇ ଫେରାର ହୋଇଯାଇଛନ୍ତି ୧୧ ମହିଳା। ଏହି ଘଟଣା ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ଆସିଛି। ଯାହାକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋରଧରିଛି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ୧୧ ଜଣ ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର…

ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ସତର୍କତା

ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ୍ ରହିଥିଲା ତାହାକୁ ଚିହ୍ନଟ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ…

୧୪ରେ ଖୋଲିବ ରତ୍ନଭଣ୍ଡାର! ଚାବି କାମ କରୁ କି ନକରୁ କିନ୍ତୁ ଖୋଲାଯିବ ନିଶ୍ଚୟ

ପୁରୀ: ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ସେହିଦିନ ତଦାରଖ କମିଟି ଆଗରେ ରତ୍ନଭଣ୍ଡାର ଚାବି…

ଡିପଥେରିଆ ପରେ ରାୟଗଡ଼ାରେ ମୁଣ୍ଡ ଟେକିଲାଣି ଡାଇରିଆ, ଜଣେ ମୃତ

ରାୟଗଡ଼ା: ଡିପଥେରିଆ ପରେ, ଏବେ ଝାଡାବାନ୍ତି ଆତଙ୍କ ରାୟଗଡ଼ା ବାସୀଙ୍କ ନିଦ ହଜେଇଲାଣି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦର ଗାଁରେ ମୁଣ୍ଡ ଟେକିଛି ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଡାକ୍ତରଖାନାରେ…