Latest Odisha News

BREAKING NEWS

କେଜ୍ରିୱାଲଙ୍କ ଗିରଫଦାରୀକୁ ପ୍ରତିବାଦ, ସଂସଦ ବାହାରେ ଆପ୍ ସାଂସଦଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି ଆପ୍ ସାଂସଦ। ଆପ୍‌ର ସାଂସଦମାନେ ଆଜି ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ପାର୍ଟି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ କେଜ୍ରିୱାଲଙ୍କୁ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରି…

ରାଉରକେଲା ସରକାରୀ ଡାକ୍ତରଖାନାରୁ ନକଲି ଡାକ୍ତର ଗିରଫ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରୁ ଧରାପଡିଲେ ଜଣେ ନକଲି ଡାକ୍ତର । ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗିରଫ ନକଲି ଡାକ୍ତର ଜଣଙ୍କ ହେଲେ ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଳାର ପଦ୍ମନାଭନ ମୁଖି କାରୁଆ । କିଛି ଦିନ ପୂର୍ବରୁ ସେହି ଡାକ୍ତରଖାନାରୁ ନକଲି ନର୍ସ ଓ ନକଲି…

‘ସିଂଗୋଲ ହଟାଇ ସମ୍ବିଧାନ ପୁସ୍ତକ ସ୍ଥାପନ ’: ମୁହାଁମୁହିଁ ହେଲେ ଏନଡିଏ– ଇଣ୍ଡିଆ

ନୂଆଦିଲ୍ଳୀ: ପୁଣି ତେଜିଛି ସିଂଗୋଲ ବିବାଦ । ସିଂଗୋଲଙ୍କୁ ନେଇ ଲୋକସଭାରେ ହଟଚମଟ । ମୋଦି ସରକାର ତୃତୀୟ ଥର ପାଇଁ ସରକାର ଗଢିବା ପରେ ଲୋକସଭାରେ ଜାରି ରହିଛି ସ୍ବତନ୍ତ୍ର ଅଧିବେଶନ । ଏହାରି ଭିତରେ ନୂଆ ସଂସଦ ଭବନରେ ସ୍ଥାପିତ ହୋଇଥିବା ସିଂଗୋଲକୁ ନେଇ ଏବେ ପୁଣି ମୁହାଁମୁହାଁ…

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଚାଲିଛି ପ୍ରସ୍ତୁତି…

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହା ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ । ସେହି ଦିନ ଠାରୁ ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର । ଆଜି ଅନବସରର ପଞ୍ଚମୀ ତିଥି। ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହୋଇଛି ଫୁଲୁରୀ…

ଆଖି ବୁଜିଲା ୧୮ ବର୍ଷୀୟ ବାଘୁଣୀ ସାରା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ 'ସାରା'ର ମୃତ୍ୟୁ । ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବାଘ ସାରା। ଏପ୍ରିଲ ୧୮, ୨୦୦୬ ମସିହାରେ ବାନ୍ଧବଗଡ଼ରୁ ନନ୍ଦନକାନନ ଆସିଥିଲା 'ସାରା' । ସୂଚନା ଅନୁଯାୟୀ, ଆଜି ଭୋର ୪ଟା ୪୨ ସମୟରେ ବାଘ ସଫାରୀରେ ୩୩…

ନେପାଳରେ ଭୟଙ୍କର ଭୂସ୍ଖଳନ, ଗଲାଣି ୧୪ ଜୀବନ

କାଠମାଣ୍ଡୁ: ଭୂକମ୍ପ ହେଉ କିମ୍ବା ବର୍ଷା କି ସୁନାମି ଏହାର ପ୍ରଭାବରେ ସବୁବେଳେ ନେପାଳ କ୍ଷତିଗ୍ରସ୍ତ ହୋଇଥାଏ । ଏଥର ମଧ୍ୟ ନେପାଳରେ ବର୍ଷା ହେତୁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବଜ୍ରପାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଶହ ଶହ ଲୋକଙ୍କ ଘର…

ସଂସଦରେ ମହାମହିମଙ୍କ ଅଭିଭାଷଣ, କହିଲେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମିଳିବ ଅଧିକ ପ୍ରାଧାନ୍ୟ

ନୁଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ଗୁରୁବାର ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଆଜି ନିଜର ଅଭିଭାଷଣ ରଖିଛନ୍ତି ମହାମହିମ । ୧୦ ବର୍ଷର ସଫଳତା, ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ ମ୍ୟାପ…

ଓଡ଼ିଶାରେ ହେବନି ମଦ ବ୍ୟାନ୍‌, ସ୍ପଷ୍ଟୀକରଣ ରଖିଲା ଅବକାରୀ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ମଦ ବିକ୍ରି ବନ୍ଦ ହେବା ନେଇ ସରକାର ଯୋଜନା କରୁଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ଗଣମାଧ୍ୟମକୁ କହିଥିଲେ । ହେଲେ ଏହାକୁ ଆଜି ଖଣ୍ଡନ କରିଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ । ରାଜ୍ୟର ନୂଆ ସରକାରଙ୍କ ଏନେଇ…

ପେପର ଲିକ୍ ଘଟଣାରେ ଦୋଷୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗୁରୁବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏନଇଇଟି ପେପର ଲିକ୍ ଘଟଣା କଥା ଉଲ୍ଲେଖ କରିଛନ୍ତି। ନିଜ ଉଦବୋଧନ ଜରିଆରେ ସରକାରଙ୍କ ଆଭିମୁଖ୍ୟ ଦୋହରାଇଛନ୍ତି ମହାମହିମ । ଏହି ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ ଏବଂ…

ଲୁଟେରାଙ୍କୁ କରାଯିବ ସାବାଡ୍, ଚାଲିଛି କଡା ଚେକିଂ

ଭୁବନେଶ୍ବର: ରାଜଧାନୀରେ ପୁରା ଆକ୍ସନ ମୋଡରେ କମିସନରେଟ ପୋଲିସ୍ । ବିଭିନ୍ନ ଥାନା ଅଞ୍ଚଳ ପରିସର ଭୁକ୍ତ ଥିବା ହୋଟେଲ ଓ ଲଜରେ ଚାଲିଛି ଜୋରଦାର ଛାନଭିନ୍ । ଗତକାଲି ବିଳମ୍ବିତ ରାତିରେ କିଛି ଏମିତି ମିଶନ ଆରମ୍ଭ କରିଦେଇଛନ୍ତି କମିଶନରେଟ ପୋଲିସ୍ । ବାହାରୁ ଆସି ରାଜଧାନୀରେ ଡେରା…