ରାଜ୍ୟର ସକ୍ରିୟ ରହିଛି ମୌସୁମୀ, ଆସନ୍ତା ୫ଦିନ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା
ଭୁବନେଶ୍ବର: ଅନୁକୂଳ ପାଗ ହେବା ପରେ ସକ୍ରିୟ ହୋଇଉଠିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମାଲକାନାଗିରିକୁ ଅତିକ୍ରମ କରି ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଦ ଥାପିଛି ମୌସୁମୀ ବାୟୁ । ବର୍ତ୍ତମାନ ସୁଦ୍ଧା ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ମୌସୁମୀ ବାୟୁ ଛୁଇଁଥିବା ବେଳେ ୬ଟି ଜିଲ୍ଲାରେ…