ଏକ ମାସ ମଧ୍ୟରେ ୨୪ ଲକ୍ଷରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ କରିଛନ୍ତି ଚାରିଧାମ ଦର୍ଶନ
ଡେରାଡୁନ: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଥିବାବେଳେ, ଏପର୍ଯ୍ୟନ୍ତ ୨୪.୬୦ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚାରଧାମ ପରିଦର୍ଶନ କରିଛନ୍ତି ।
ଏହି ସମ୍ପର୍କରେ ରାଜ୍ୟର ପର୍ଯ୍ୟଟନ ସଚିବ ସଚିନ କୁର୍ବେ କହିଛନ୍ତି ଯେ, ଚାରିଧାମ ଯାତ୍ରା ମେ' ୧୦…