Latest Odisha News

BREAKING NEWS

ଇଦରେ ଧମାଲ କରିବେ ଭାଇଜାନ, ରିଲିଜ ହେଲା ‘ସିକନ୍ଦର’ ଟିଜର

ମୁମ୍ବାଇ: ୨୦୨୫ ଇଦ୍ ଅବସରରେ ବକ୍ସ ଅଫିସରେ କମାଲ କରିବାକୁ ଆସୁଛନ୍ତି ବଲିଉଡର ଭାଇଜାନ। ରିଲିଜ ହୋଇଛି ସଲମାନ ଖାନଙ୍କ ଅଭିନୀତ 'ସିକନ୍ଦର'ର ଟିଜର । ପୂର୍ବରୁ ୨୭ ଡିସେମ୍ବର ଅର୍ଥାତ ସଲମାନ ଖାନଙ୍କ ଜନ୍ମଦିନରେ 'ସିକନ୍ଦର'ର ଟିଜର ମୁକ୍ତିଲାଭ କରିବା ପାଇଁ ନିର୍ଦ୍ଧାରିତ ହୋଇଥିଲା। ମାତ୍ର…

ବଡ଼ଧରଣର ବିମାନ ଦୁର୍ଘଟଣା; ୨୩ ମୃତ

ନୂଆଦିଲ୍ଲୀ: ବଡ ଧରଣର ଦୁର୍ଘଟଣା । ରନୱେରୁ ଖସି ପାଚେରିରେ ପିଟି ହେଲା ବିମାନ । ୨୩ ଜଣଙ୍କ ମୃତ୍ୟୁ । ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଏହି ବଡ ଧରଣର ଦୁର୍ଘଟଣା । ୧୭୫ଜଣ ଯାତ୍ରୀ ଏବଂ ୬ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ବିମାନ ରନୱେରେ ଖସି ଏକ ପାଚେରୀ ସହ…

ବନ ବିଭାଗର ଟ୍ରାଙ୍କୁଲାଇଜ୍ ଉଦ୍ୟମ, ଚକ୍‌ମା ଦେଉଛି ଜିନ୍ନତ

ଭୁବନେଶ୍ଵର: ବନ ବିଭାଗ ଟିମ୍‌କୁ ପୁଣି ଚକ୍‌ମା ଦେଇଛି ବାଘୁଣୀ ଜିନ୍ନତ। ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ରାଣୀବାଗ କଂସାବତୀ ଜଳଭଣ୍ଡାର ନିକଟକୁ ପାଣି ପିଇବାକୁ ଆସିଥିବା ବେଳେ ବାଘୁଣୀ ଜିନ୍ନତକୁ ସାଟେଲାଇଟ୍‌ ଟ୍ରାକ୍‌ କରି ଟାଙ୍କୁଲାଇଜ୍‌ କରିବାକୁ ବନ ବିଭାଗର ସ୍ବତନ୍ତ୍ର…

ଫୁଲ ତୋଡା ବଦଳରେ ଚାରାଗଛ ଉପହାର ଦିଅନ୍ତୁ: ମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ସହ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଓଡ଼ିଶାର…

ଫ୍ୟାନ୍ସଙ୍କ ଧମକ, ‘ଗେମ ଚେଞ୍ଜର’ ରିଲିଜ ବିଳମ୍ବ ହେଲେ ଜୀବନ ହାରିବି.. 

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରାମ ଚରଣ 'ଗେମ୍ ଚେଞ୍ଜର' ଫିଲ୍ମରେ କିଆରା ଆଡଭାନୀଙ୍କ ସହିତ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶିକ ଶଙ୍କର। ଏହା ଜାନୁଆରୀ ୧୦, ୨୦୨୫ରେ ମୁକ୍ତିଲାଭ କରିବ। ଏହାରି ମଧ୍ଯରେ ଅଭିନେତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଖୋଲାେଖାଲି ଧମକପୂର୍ଣ୍ଣ ଚିଠି ଲେଖିଛନ୍ତି।…

ବିଜୟ ହଜାରେ ଟ୍ରଫି: ମଣିପୁରକୁ ସହଜରେ ହରାଇଲା ଓଡିଶା

ଜୟପୁର: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ଓଡିଶା ୯ ୱିକେଟରେ ମଣିପୁରକୁ ପରାସ୍ତ କରିିଛି । ଏହି ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମଣିପୁର ୪୦ ଓଭରରେ ୧୦୦ ରନ କରି ଅଲଆଉଟ ହୋଇ ଯାଇଥିଲା । ବସିର ରହେମାନ ସର୍ବାଧିକ ୨୦ ରନ କରିଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ…

ନିଗମାନନ୍ଦ ସମ୍ମିଳନୀ ବେଳେ ହୃଦଘାତରେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଦୁଇ ଜଣ ଭକ୍ତଙ୍କ ମୃତ୍ଯୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ, ସମ୍ମିଳନୀ ଚାଲିଥିବା ସମୟରେ ଏହି ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟ…

ବଢିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି

ବରଗଡ଼: ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ପାଇଁ ବଢିଲା ଅନୁଦାନ। ଅନୁଦାନ ବଢାଇବା ନେଇ ଘୋଷଣା କରିଛନ୍ତି ମୋହନ ସରକାର। ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆହୁରି ଲୋକପ୍ରିୟ ହେବା ନେଇ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ପାରମ୍ପରିକ ଯାତ୍ରାର ପ୍ରଚାର ପ୍ରସାର, କଳାକାରମାନଙ୍କ…

ଚଳିତ ଥର ଦୁଇ ହଜାର ଡ୍ରୋନରେ ଆଲୋକିତ ହେବ ମହାକୁମ୍ଭ

ପ୍ରୟାଗରାଜ: ପ୍ରୟାଗରେ ମହାକୁମ୍ଭ ୨୦୨୫ ଧୁମଧାମରେ ଆୟୋଜିତ ହେବାକୁ ଯାଉଛି। ମହାକୁମ୍ଭ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ କରାଯାଉଛି। ଏଠାରେ ମନ୍ଦିର, ଗଙ୍ଗା ଘାଟ, ପାର୍କ, ରାସ୍ତା ଏବଂ ଫ୍ଲାଏଓଭର ନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ଯ କରାଯାଉଛି। ଏହି କ୍ରମରେ ୟୁପି ପର୍ଯ୍ୟଟନ…

୬ ବର୍ଷ ତଳେ କରିଥିବା ପ୍ରତିଜ୍ଞା ପୂରଣ କଲେ ନୀତିଶ

ମେଲବୋର୍ଣ୍ଣ: ନୀତିଶ କୁମାର ରେଡ୍ଡୀ ଏବେ ତାଙ୍କ ପ୍ରଦର୍ଶନ ବଳରେ ସାରା ଭାରତରେ କ୍ରିକେଟପ୍ରେମୀଙ୍କ ମନ ଜିଣି ପାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ସେ ଶତକ ହାସଲ କରି ନିଜ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ନୀତିଶ ଏହି ଶତକ ସହ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା…