Latest Odisha News

BREAKING NEWS

Bomb Threat: କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

କେନ୍ଦୁଝର: ସମ୍ବଲପୁର ପରେ କେନ୍ଦୁଝର ଜିଲ୍ଲା ଅଦାଲତକୁ ମିଳିଲା ବୋମା ଧମକ । ମଙ୍ଗଳବାର କୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍‌କୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ଏହା ପରେ ତୁରନ୍ତ ଟାଉନ୍ ଥାନାରେ ଏକ ଏତଲା ଦାୟର କରାଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ…

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଦୁବାଇରୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଇରାନର ଡ୍ରୋନ ଆକ୍ରମଣ ଯୋଗୁ ସିନ୍ଧୁ ୨ ଦିନ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେ ଫସି ରହିଥିଲେ । ୩୦ ବର୍ଷୀୟା ସିନ୍ଧୁ ସୋସିଆଲ ମିଡିଆରେ ସେଠାକାର ସ୍ଥିତି…

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି। ଏନେଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସର୍ଯ୍ୟବଂଶୀ ସୂରଜ ତାଙ୍କ ଏକ୍ସରେ ପୋଷ୍ଟ କରଛନ୍ତି। ଓଡ଼ିଶା ପରିବାର, ଗୃହ…

Modi’s YouTube crosses 30 million: YouTubeରେ ସର୍ବାଧିକ ସବସ୍କ୍ରାଇବର ସହିତ ପ୍ରଥମ ବିଶ୍ୱ ନେତା ହେଲେ…

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ YouTube ଚ୍ୟାନେଲ୍ ମଧ୍ୟ ନୂଆ ରେକର୍ଡ କରିଛି। ୩ କୋଟି ସବସ୍କ୍ରାଇବର ସଂଖ୍ୟା ଅତିକ୍ରମ କରିଛି ମୋଦୀଙ୍କ YouTube ଚ୍ୟାନେଲ। ଏହା ସହିତ, ସେ ପ୍ଲାଟଫର୍ମରେ ସର୍ବାଧିକ ଅନୁସରଣ ହେଉଥିବା ବିଶ୍ୱ ନେତା…

ମାଟ୍ରିକ୍‌ ପରୀକ୍ଷା ବେଳେ ଦେଉଥିଲେ କପି, ଫ୍ଲାଇଂ ସ୍କ୍ୱାଡ୍ ହାତରେ ଧରାପଡ଼ିଲେ ୩ ଶିକ୍ଷକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ଧରାପଡିଲା ଶିକ୍ଷକଙ୍କ କାଣ୍ଡ। ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା ଅଭିଯୋଗରେ ଧରିଛି ଫ୍ଲାଇଂ ସ୍କ୍ବାଡ୍‌ । ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନର ଉତ୍ତର…

‘ଭାରତ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି…’, ପାକ୍ ରାଷ୍ଟ୍ରପତିଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଦାବି କରିଛନ୍ତି ଯେ ଭାରତ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ସେ କହିଛନ୍ତି ଯେ ଭାରତୀୟ ନେତାମାନେ ଖୋଲାଖୋଲି ଭାବରେ ଯୁଦ୍ଧ ବିଷୟରେ କଥା ହେଉଛନ୍ତି, କିନ୍ତୁ ସର୍ବଦା ଆଞ୍ଚଳିକ ଶାନ୍ତିକୁ ସମର୍ଥନ କରୁଥିବା ବ୍ୟକ୍ତି ଭାବରେ…

ହୋଲି ସେଲିବ୍ରେସନ ପୂର୍ବରୁ ସତର୍କତା: ଆଇନ ହାତକୁ ନେଲେ ନିଆଯିବା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। ହୋଲିରେ ମତୁଆଲା ହେବା ପାଇଁ ଏବେ ସମସ୍ତେ ପ୍ରସ୍ତୁତ। ରାଗ ରୁଷାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିବାର ମଜା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ଵତନ୍ତ୍ର ହୋଇଥାଏ। ହେଲେ ହୋଲିରେ କିଛି ବିଶୃଙ୍ଖଳା ମଧ୍ୟ ହୋଇଥାଏ। ହୋଲି ପାଳନ ବେଳେ…

India’s oil contingency plan: ହର୍ମୁଜ୍ ପ୍ରଣାଳୀ ବନ୍ଦ୍ ହେଲେ କ’ଣ କରିବ ଭାରତ? ମିଳିଗଲା ବ୍ୟାକଅପ୍…

ନୂଆଦିଲ୍ଲୀ: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବ୍ୟାପିଛି। ୟୁରୋପରୁ ମଧ୍ୟ ଏହା ପ୍ରକୋପ ଦେଖାଯାଉଛି। ରୁଷ ଏବଂ ଚୀନ୍ ମଧ୍ୟ ବିବୃତ୍ତି ଜାରି କରିଛନ୍ତି। ଏହା ସ୍ପଷ୍ଟ ଯେ ଏହି ସଂଘର୍ଷ ଶୀଘ୍ର ଶେଷ ହେବ…

ସେମି ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ସୁଧାରିବାକୁ ପଡିବ ଏହି ସବୁ ତ୍ରୁଟି

ମୁମ୍ବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଚାମ୍ପିୟନ ହେବା ପାଇଁ ଭାରତକୁ ୨ଟି ସୁଯୋଗ ମିଳିବ । ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟିମ ଇଣ୍ଡିଆ ଆଶାନୁରୂପ ଦଳଗତ ପ୍ରଦର୍ଶନ କରିପାରି ନାହିଁ ।…

Middle East Conflict: କାହିଁକି ଖାମେନେଇଙ୍କୁ ମାରିଦେଲେ? ଇସ୍ରାଏଲ କହିଲା, ‘କିଛି ବାଟ…

ନୂଆଦିଲ୍ଲୀ:ଜଳୁଛି ମଧ୍ଯପ୍ରାଚ୍ୟ। ରକ୍ତମୁଖା ଇରାନ। ଖାମେନେଇଙ୍କ ହତ୍ୟାର ନେଉଛି ପ୍ରତିଶୋଧ। ଇସ୍ରାଏଲ, ଆମେରିକା ବି ଦେଉଛନ୍ତି ପ୍ରତିଜବାବ। ଅଶାନ୍ତ ହୋଇପଡ଼ିଛି ମିଡଲ୍ ଇଷ୍ଟ୍। ଏହାରି ଭିତରେ ଇସ୍ରାଏଲ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନେଇଙ୍କୁ କାହିଁକି ହତ୍ୟା କଲା ତାହା…