Latest Odisha News

BREAKING NEWS

ଶକୀବଙ୍କ ସମର୍ଥନରେ ବାହାରି ସେହ୍ୱାଗଙ୍କୁ ଟାର୍ଗେଟ କଲେ ଇମ୍ରୁଲ

ଢ଼ାକା: ବାଂଲାଦେଶ କ୍ରିକେଟର ଶକୀବ ଉଲ ହାସନଙ୍କ ସପକ୍ଷରେ ବାହାରି ପୂର୍ବତନ ଖେଳାଳି ଇମ୍ରୁଲ କାୟେସ ଶନିବାର ବୀରେନ୍ଦ୍ର ସେହ୍ୱାଗଙ୍କୁ ଟାର୍ଗେଟ କରିଛନ୍ତି । ବାଂଲାଦେଶର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ କହିଛନ୍ତି ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ସେହ୍ୱାଗଙ୍କୁ ଉପଯୁକ୍ତ ସମ୍ମାନ ମିଳି ନ…

ରଜରେ ଅଘଟଣ: ପୋଖରୀରେ ବୁଡି ୨ ନାବାଳକ ମୃତ

ସମ୍ବଲପୁର: ରଜରେ ଘଟିଲା ଅଘଟଣ । ବାପା ମାଙ୍କ କୋଳ ଖାଲି କରି ଚାଲିଗଲେ ଦୁଇ ପୁଅ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍‌ଏସିର ୯ ନମ୍ବର ୱାର୍ଡର କଳିନ୍ଦର ଗାଁରେ ଆଜି ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ପ୍ରିୟାଂଶୁ ସେଠ ଓ ଶ୍ରୀୟାଂଶୁ ସେଠ ।…

ଜଳପ୍ରପାତରେ ବୁଡ଼ି ୨ ଯୁବକ ମୃତ

ମାଲକାନଗିରି: ସେଲ୍ଫି ନେବା ବେଳେ ଜଳ ପ୍ରପାତରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତରେ ଘଟିଛି ଏହି ଅଘଟଣ । ୨ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସେପଟେ ପୋଲିସ ଘଟଣାର…

ପୁଣି ଭାଇରାଲ ହେଲା ମୋଦୀ ଏବଂ ମେଲୋନୀଙ୍କ ସେଲଫି

ନୂଆଦିଲ୍ଲୀ: ଭାଇରାଲ ହେବାରେ ଲାଗିଛନ୍ତି ମେଲୋଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଇଟାଲୀ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଘରକୁ ଫେରିବା ପୂର୍ବରୁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ସମସ୍ୟାର ସମାଧାନ ହେଲା, ସ୍ଵାଭାବିକ ହେଲା ବସ ଚଳାଚଳ

ଭୁବନେଶ୍ୱର: କୋରାପୁଟରେ ସ୍ଵାଭାବିକ ହେଲା ବସ୍ ଚଳାଚଳ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ, ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି । ପରେ ସମସ୍ତ ସମସ୍ୟାର ସମାଦାନ କରାଯାଇ ବସ୍ ଚଳାଚଳ ସ୍ଵାଭାବିକ ହୋଇଛି ।…

କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲା, ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: କାଶୀପୁର ମାନୁସପଦରରେ ଅଜଣା ରୋଗରେ ୫ ଜଣଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ତତ୍ପରତା । ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଣା ଉପରେ ପୂରା ନଜର ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗର କାରଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗ ଓ ଆରଏମଆରସିକୁ…

ସିଟ୍ ବେଲ୍ଟ ନ ବାନ୍ଧିବାରୁ ବିମାନରୁ ବିଦା ହେଲେ ବାପ-ପୁଅ

ନୂଆଦିଲ୍ଲୀ: ବିମାନରେ ଘଟିଲା ଏପରି ଘଟଣା ଯେଉଁଥିପାଇଁ ବିମାନକୁ ଉଡାଣ ଭରିବାରେ ହେଲା ୧ ଘଣ୍ଟା ବିଳମ୍ବ । କାରଣ ଜାଣିଲେ ଆପଣବି ହେବେ ଆଶ୍ଚର୍ଯ୍ୟ । ବାସ୍ତବରେ ବିମାନ ଉଡାଣ ଭରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ସିଟ୍ ବେଲ୍ଟ ବାନ୍ଧିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ଜଣେ ୧୦ ବର୍ଷିୟ ପୁଅ…

ବାରଣାସୀ ଗସ୍ତରେ ଯିବେ ମୋଦୀ, ଚାଷୀଙ୍କୁ ଦେବେ ବଡ ଉପହାର

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଜୁନ ୧୮ ତାରିଖରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଚାଷୀ ମାନଙ୍କ ସହ ବାର୍ତ୍ତଳାପ କରିବା ସହ ସେଠାକାର ଚାଷ ଜମି ବୁଲି ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ସହିତ ୩୦୦…

5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍‌ର ହିସାବ ମାଗିବୁ: ପୁରୋହିତ

ବରଗଡ଼: ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କଲେ ସାଂସଦ ପ୍ରଦୀପ ପୁରୋହିତ । ଅତାବିରାରେ ରାଜ୍ୟ କୃଷକ ସଂଗଠନର ସମ୍ବର୍ଦ୍ଧନାରେ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍‌। କହିଲେ ସନ୍ନ୍ୟାସ ନେଲେ ଚଳିବନି, ହିସାବ ଦେବାକୁ ପଡ଼ିବ । ‘5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍‌ର ହିସାବ ମାଗିବ ବିଜେପି’। ଆଜି…

ଋଷିକେଶ-ବଦ୍ରିନାଥ ଘାଟିରେ ଦୁର୍ଘଟଣା: ୧୫୦ ମିଟର ତଳକୁ ଖସିଲା ଟେମ୍ପୋ ୮ ମୃତ, ୯ ଆହତ

ଡେରାଡୁନ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା । ରିଷିକେଶ-ବଦ୍ରିନାଥ ହାଇୱେ ଘାଟି ରାସ୍ତାରେ ଯାଉଥିବା ଏକ ଟେମ୍ପୋ ପ୍ରାୟ ୧୫୦ ମିଟର ତଳ ଖାଇକୁ ଖସିପଡ଼ିବାରୁ ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି…