କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ
କଟକ :କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ । କଂଗ୍ରେସରୁ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ହୋଇଛନ୍ତି ବହିଷ୍କୃତ । ୬ ବର୍ଷ ପାଇଁ କଂଗ୍ରେସରୁ ମାନସଙ୍କୁ ବହିଷ୍କାର କଲା ଦଳ । ଦଳ ବିରୋଧି କାର୍ଯ୍ୟ ପାଇଁ ପିସିସି ସଭାପତି ଏହିଭଳି ନିଷ୍ପତି ନେଇଥିବା ସୂଚନା ରହିଛି ।
କହି ରଖୁଛୁ…