Latest Odisha News

BREAKING NEWS

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ

କଣ୍ଟାବାଜି: କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜିତ । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ପରାଜିତ ହେଲେ ନବୀନ । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି । ବିଜେପି ପ୍ରାର୍ଥୀ…

ସତ୍ୟବାଦୀରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ବିଜୟ

ସତ୍ୟବାଦୀ: ପୁରୀ ଜିଲ୍ଲାର ୬ ବିଧାନସଭା ଆସନ ମଧ୍ୟରୁ ବିଜେପି ୪ଟି ଆସନରେ ବିଜୟ ଲାଭ କରିଛି । ନିମାପଡ଼ା, ପିପିଲି, ବ୍ରହ୍ମଗିରି ଏବଂ ସତ୍ୟବାଦୀ ବିଧାନସଭା ଆସନରେ ବିଜେପି ବିଜୟ ହୋଇଛି । ସତ୍ୟବାଦୀ ଆସନରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି…

୩୯୬ ଭୋଟରେ ବିଜୟ ଲାଭ କଲେ ନୟାଗଡ ବିଜେଡି ପ୍ରାର୍ଥୀ ଅରୁଣ ସାହୁ

ନୟାଗଡ: ନୟାଗଡର ନିଜର ବଜାୟ ଜାରି ରଖିଲା ବିଜେଡି । ବିଜେଡି ପ୍ରାର୍ଥୀ ଅରୁଣ ସାହୁ ନୟାଗଡରେ ବିଜୟଲାଭ କରିଛନ୍ତି । ୮୧,୪୭୦ ଭୋଟ ପାଇ ସେ ବିଜେପି ପ୍ରର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ତେବେ ସେଠାରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଅରୁଣ…

ରେକର୍ଡ ବିଜୟ; ବାରଣାସୀରୁ ମୋଦୀ ଓ ଗାନ୍ଧିନଗରରୁ ଶାହା   

ନୂଆାଦିଲ୍ଲୀ: ଦେଶର ସବୁଠୁ ବଡ ନିର୍ବାଚନ ତଥା ରୋଚକ ନିର୍ବାଚନର ମଙ୍ଗଳବାର ଫଳାଫଳ ପ୍ରକାଶ ପାଇଛି । ଏହାରି ଭିତରେ ବାରଣାସୀରୁ ବଡ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରଣୀସୀରେ ମୋଟ ୬,୧୨,୯୭୦ ଖଣ୍ଡ ଭୋଟରେ ଜିତିଛନ୍ତି ମୋଦୀ । କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପ୍ରାୟ…

ଜିତିଲେ ବଲିଉଡ କୁଇନ୍ କଙ୍ଗନା ,କହିଲେ ଏହି ବିଜୟ ମୋର ନୁହେଁ ଏହା ମଣ୍ଡିର ସମ୍ମାନର ବିଜୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ଏହାରି ଭିତରେ  ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ରହିଛି ଖୁସି ଖବର । ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଜିତିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ବିଜେପି ପ୍ରାର୍ଥୀ କଙ୍ଗନା ୭୨,୦୮୮ ଟି ଭୋଟ ପାଇ କଂଗ୍ରେସର…

ହାରିଲେ ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ,ଜିତିଲେ ବିଜେଡି ପ୍ରାର୍ଥୀ ସାରଦା ନାୟକ

ସୁନ୍ଦରଗଡ: ହାରିଲେ ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ । ରାଜ୍ୟର ଚର୍ଚ୍ଚିତ ବିଧାନସଭା ଆସନ ରାଉରକେଲା ବିଧାନସଭାରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ ହୋଇଛନ୍ତି । ସାରଦା ପ୍ରସାଦ ନାୟକ ୬୪୩୫୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି । ସାରଦା ନାୟକ ବିଜୟୀ ନିକଟତମ ପ୍ରତିଦ୍ବନ୍ଦୀ…

ବାପାଙ୍କ ବଳରେ ବଳିୟାନ ହେଲେ ସୋଫିଆ, ଜିତିଲେ କଟକ-ବାରବାଟୀ

କଟକ: ବାପାଙ୍କ ଗଡରେ ବିଜୟୀ ହେଲେ ଝିଅ ସୋଫିଆ । କଟକ-ବାରବାଟୀ ବିଧାନସଭା ଗାଦି ହାତେଇଲେ କଂଗ୍ରେସ ପ୍ରାର୍ଥୀନୀ ସୋଫିଆ ଫିର୍ଦ୍ଦୋସ । ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୭, ୯୭୪ ଭୋଟ ବ୍ୟବଧାନରେ ହରାଇଛନ୍ତି ସୋଫିଆ । ଦିନେ ବାପାଙ୍କର ଗଡ ଥିଲା…

ଖୋର୍ଦ୍ଧା ଆସନରୁ ବିଜୟୀ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଖୋର୍ଦ୍ଧାରୁ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହେଇଛନ୍ତି । ରାଜେନ୍ଦ୍ର କୁମାରଙ୍କୁ ୮ ହଜାର ୫୯୮ ଭୋଟରେ ପରାସ୍ତ କରିଛନ୍ତି ପ୍ରଶାନ୍ତ । ପ୍ରଶାନ୍ତ ଜଗଦ୍ଦେବ ୮୦ ହଜାର ୫୬୪ ଭୋଟ…

ଖଣ୍ଡପଡାରେ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ

ନୟାଗଡ: ଖଣ୍ଡପଡାରେ ଫୁଟିଲା ପଦ୍ମ । ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ । ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନକୁ ପରାସ୍ତ କରି ବିଜୟର ବାନା ଉଡେଇଛନ୍ତି ଦୁଷ୍ମନ୍ତ ସ୍ୱାଇଁ । ୭ ହଜାର ୧୨୦ ଭୋଟରେ ଜିତିଛନ୍ତି ଦୁଷ୍ମନ୍ତ । ୨୦୦୦ ମସିହାରୁ ଖଣ୍ଡପଡା ଆସନରେ…

ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହେଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଆଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ୧ ଲକ୍ଷ ୧୨ ହଜାର ୯୮୪ ଭୋଟ୍ ବ୍ୟବଧାନରେ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବିଜୟ ହୋଇଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ…