Latest Odisha News

BREAKING NEWS

ଗାନ୍ଧିନଗରେ ରେକର୍ଡ କରିବ କି ବିଜେପି ! ୨ ଲକ୍ଷ ଭୋଟରେ ଆଗୁଆ ଅଛନ୍ତି ଅମିତ ଶାହ

ଗାନ୍ଧିନଗର: ଗାନ୍ଧିନଗର ଲୋକସଭା ନିର୍ବାଚନ-୨୦୨୨୪ର ଫଳାଫଳ ଆସିବାକୁ ଯାଉଛି। କଂଗ୍ରେସ ବାଡମେର୍ ଲୋକସଭା ଆସନ ଜିତି ନିଜର ଖାତା ଖୋଲିବାକୁ ଯାଉଥିବାବେଳେ ବିଜେପି ଗାନ୍ଧିନଗର ଆସନ ଜିତି ନିଜର ଆସନ ହାତେଇବାକୁ ଯାଉଛି। ପ୍ରାରମ୍ଭିକ ଭୋଟ୍ ଗଣତି ଅନୁସାରେ, ବିଭିନ୍ନ ଦଳର ପ୍ରାର୍ଥୀ ଟ୍ରେଣ୍ଡରେ…

ଚାଲିଛି ଭୋଟ ଗଣତି, ପଛରେ ପଡିଛନ୍ତି ବହୁ ହେଭିଓ୍ବେଟ

ଭୁବନେଶ୍ବର: ଚାଲିଛି ଭୋଟ ଗଣତି । ସବୁଠି ଲିଡ୍ କରୁଛି ବିଜେପି । ଏହାରି ଭିତରେ ଆରମ୍ଭ ହୋଗଲାଣି ପଞ୍ଚମ ରାଉଣ୍ଡ । ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଅନେକ ହେଭିଓ୍ବେଟ ନେତା ଫଛରେ ରହିଛନ୍ତି । ଏହାରି ଭିତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ରାଉଣ୍ଡ ସୁଦ୍ଧା…

ବଦଳିବ କି ଟ୍ରେଣ୍ଡ! ମୋଦୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ଅଜୟ ରାୟ: କଂଗ୍ରେସ କହିଲା ଏହା କେବଳ ଟ୍ରେଲର

ନୂଆଦିଲ୍ଲୀ: ସାରା ଦେଶର ନଜର ଆଜି ଭୋଟ ଗଣତି ଉପରେ। ଏହାରି ଭିତରେ ବିଜେପି ପାଇଁ ସବୁଠାରୁ ବଡ ଝଟକା ଉତ୍ତରପ୍ରଦେଶର ବାରାଣସୀ ଆସନରୁ ଆସିପାରେ। କଂଗ୍ରେସ ବାରାଣସୀ ଆସନରୁ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ।…

ଓଡିଶା ବିଧାନସଭାରେ ଟ୍ରେଣ୍ଡରେ ବିଜେପି,ଓଡ଼ିଶାରେ ବଦଳିପାରେ ସମୀକରଣ !

ଭୁବନେଶ୍ବର: ୨୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ଏପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ବିଜେପିର ଆସନ: ଭୁବନେଶ୍ବର ଏକାମ୍ରରେ ବିଜେପି…

ଭୋଟ ଗଣତି ମଧ୍ୟରେ ଷ୍ଟକ ବଜାରରେ ବଡ ହ୍ରାସ: ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ, ସେୟାର ମାର୍କେଟ ଡାଉନ

ମୁମ୍ବାଇ: ଦେଶରେ ଜାରି ରହିଛି ଭୋଟ ଗଣତି। ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ ରହିଛି। ଆଜି ଲୋକସଭା ଭୋଟ ଗଣତି ଜାରି ରହିଥିବାବେଳେ ଷ୍ଟକ ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ ପାଇଛି। ନ୍ୟାସନାଲ ଷ୍ଟକ…

ତୃତୀୟ ରାଉଣ୍ଡ ସୁଦ୍ଧା ଓଡିଶା ଲୋକସଭାରେ; ବିଜେପିର ୧୮, ବିଜେଡି ୨, କଂଗ୍ରେସ ୧

ଭୁବନେଶ୍ବର: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ରହିଛି ବିଜେପି । ଲୋକସଭା ଆସନରେ ଏଥର ରେକର୍ଡ ସଂଖ୍ୟକ ଭୋଟ ହାତେଇପାରେ ବିଜେପି । ବର୍ତମାନ ସୁଦ୍ଧା ବିଜେପି ୧୮ ଟି ଆସନରେ ଲିଡ୍ କରୁଥିବା ବେଳେ ବିଜେଡି ୨ଟି ଓ କଂଗ୍ରେସ ଗୋଟିଏରେ ଲିଡ୍ କରୁଛି । ଦେଖନ୍ତୁ ଓଡିଶା ଲୋକସଭାରେ ଏଯାବତ କିଏ…

୨୦ ହଜାର ଭୋଟରେ ପଛୁଆ ସ୍ମୃତି, ଅମେଠିରେ ଆଗୁଆ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା

ନୂଆଦିଲ୍ଲୀ: ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ। ଲୋକସଭା ନିର୍ବାଚନରେ ​ଉତ୍ତରପ୍ରଦେଶର ଅମେଠିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି। ବର୍ତ୍ତମାନ ହଟ ସିଟ୍ ଆମେଠି ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ଏଠାରେ କଂଗ୍ରେସ ଆଗୁଆ ଥିବା ବେଳେ ୨୦ ହଜାର ଭୋଟରେ ବିଜେପି ପଛରେ ଚାଲିଛି।…

ଓଡ଼ିଶା ପାଇଁ ଗର୍ବ: ପ୍ରଥମ ଓଡ଼ିଆ ମହିଳା ଆଞ୍ଚଳିକ ପିଏଫ୍‌ କମିସନର ହେଲେ ମୌସୁମୀ ଲତା ପାଢ଼ୀ

ଭୁବନେଶ୍ୱର: ଭୁବନେଶ୍ବର: ପ୍ରଥମ ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପିଏଫ୍‌ ଜୋନ୍‌ର ଆଞ୍ଚଳିକ ପିଏଫ୍‌ କମିସନର-୨ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଥି‌ଲେ ପ୍ରଥମ ମହିଳା ଡିଆର୍‌ ଏନ୍‌ଫୋର୍ସମେଣ୍ଟ ଏବଂ ଓଡ଼ିଶାର ପ୍ରଥମ ମହିଳା ସହକାରୀ ପିଏଫ୍‌ କମିସନର। ବର୍ତ୍ତମାନ…

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି । କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ ଅଛନ୍ତି ।  ଯାହା ବିଜେଡିକୁ ଏକ ପ୍ରକାର  ଝଟକା ଲାଗିପାରେ । କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ବିଜେଡି ସୁପ୍ରିମୋ ନିଜେ ନବୀନ ପଟ୍ଟନାୟକ ।…

୨୦ହଜାର ଭୋଟରେ ଆଗୁଆ ବିଜେପି, ବଲିଉଡ ପରେ ଏବେ ମଣ୍ଡିର ରାଣୀ ସାଜିବେ କି କଙ୍ଗନା?

ମଣ୍ଡି: ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନର ଭୋଟ ଗଣନା ଆରମ୍ଭ ହୋଇସାରିଛି। କିଛି ସମୟ ପରେ ଏହା ସ୍ପଷ୍ଟ ହୋଇଯିବ ଯେ ରାଜ୍ୟରେ ବିଜେପି ସରକାର ଗଠନ କରିବ ନା କଂଗ୍ରେସ। କିନ୍ତୁ ହିମାଚଳ ପ୍ରଦେଶର ହଟ ସିଟ୍ ମଣ୍ଡି (ମଣ୍ଡି ଲୋକସଭା ଆସନ) ଉପରେ ଅଧିକ ଆଲୋଚନା ହେଉଛି। ସାରା ଦେଶରେ ବିଜେପିର…