ପିଓକେ ଆମର ଥିଲା, ଅଛି ଏବଂ ରହିବ: ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ପିଓକେ କୁ ନେଇ ଆମର ଆଭିମୁଖ୍ୟ ଦୃଢ ଅଟେ । ସମଗ୍ର ଜାମ୍ମୁ କାଶ୍ମୀର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ସର୍ବଦା ରହିବ। ଚୀନ୍ ପାକିସ୍ଥାନ ଉପରେ ଆମର ଅର୍ଥନୈତିକ ବିଷୟରେ ଜାଣନ୍ତି। ଏହା ଆମର କ୍ଷେତ୍ରୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ…