‘ଛାଡପତ୍ର ହୋଟେଲ’: ପ୍ରବେଶ କରନ୍ତି ଦମ୍ପତି, ହେଲେ ଫେରନ୍ତି ବିଚ୍ଛେଦ ସହ…
ନୂଆଦିଲ୍ଲୀ: ଏବେକା ସମାଜରେ ବିବାହ ବିଚ୍ଛେଦ ବଢିଗଲାଣି । ବିବାହ-ବିଚ୍ଛେଦ-ପୁନର୍ବିବାହ ଏବେ ଟ୍ରେଣ୍ଡରେ ଚାଲିଛି । ହେଲେ ଏଥିରେ ମଧ୍ୟ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ବିଚ୍ଛେଦ ପାଇଁ କୋର୍ଟ କଚେରୀ ଚକ୍କର କାଟିବାକୁ ପଡିଥାଏ । ବାରମ୍ବାର ଶୁଣାଣିରେ ନିଜର ପକ୍ଷ ରଖିବାକୁ ହୋଇଥାଏ ।…