Latest Odisha News

BREAKING NEWS

ଛତିଶଗଡ଼ରେ ନିର୍ବାଚନୀ ହିଂସା: କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା

ରାୟପୁର: ଛତିଶଗଡର ନାରାୟଣପୁର ବଖରପୁରାରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା । କିଛି ଦୁର୍ବୁତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ଏପରି ତିନି ଥର ଗୁଳି ଚଳାଇଥିଲେ । ଯେଉଁଥିରେ ଗୋଟିଏ ଗୁଳି ବିକ୍ରମ ବେସଙ୍କ ମୁଣ୍ଡରେ ବାଜିଥିବାବେଳେ, ଦ୍ୱିତୀୟ ଗୁଳି…

କୋଚ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ କୋଚ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଭାରତୀୟ ସିନିୟର ପୁରୁଷ ଟିମର କୋଚ ଦାୟିତ୍ୱ ଏବେ ରାହୁଲ ଡ୍ରାଭିଡ ତୁଲାଉଛନ୍ତି । ତାଙ୍କ କାର୍ଯ୍ୟକାଳ ଜୁନରେ ଶେଷ ହେବ । ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ…

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁରେ ଫେକ୍ ଫଟୋ ଭାଇରାଲ୍

ଭୁବନେଶ୍ୱର: ଓଡ଼ିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ଅଣ୍ଟା ଭିଡିଲେଣି ରେଜନେତା। ଗୋଟେ ଦଳ ଅନ୍ୟଦଳକୁ କାଦୁଅ ଫିଙ୍ଗାଫିଙ୍ଗି ମଧ୍ୟ ଜାରି ରହିଛି। ଏହାରି ଭିତରେ ସୋସିଆଲ…

ଦିଲ୍ଲୀର ୪ଟି ହସ୍ପିଟାଲକୁ ବୋ‌ମାରେ ଉଡାଇଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପ୍ରଥମେ ଦିଲ୍ଲୀର ସ୍କୁଲ ପରେ ଏବେ ଡାକ୍ତରଖାନାଗୁଡ଼ିକୁ ବୋମା ରେ ଉଡାଇ ଦେବାକୁ ଧମକ ଆସିଛି । ଦିଲ୍ଲୀର ୪ଟି ହସ୍ପିଟାଲକୁ ଏହି ଧମକ ମିଳିଛି । ସେହି ଡାକ୍ତରଖାନା ଗୁଡିକ ହେଉଛି ଦୀପ ଚନ୍ଦ ବନ୍ଧୁ ହସ୍ପିଟାଲ, ଡିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗୋବାର ହସ୍ପିଟାଲ ।…

ନିର୍ବାଚନ ଡ୍ୟୁଟି ସାରି ଫେରୁଥିଲେ ଶିକ୍ଷକ, ଦୁର୍ଘଟଣାରେ ଚାଲିଗଲା ଜୀବନ

ମାଲକାନଗିରି: ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତମଗୁଡା ଠାରେ ଶିକ୍ଷକଙ୍କ ବାଇକୁ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ମାଥିଲି ସବଡିଭିଜନ ମେଡିକାଲକୁ ନେଇଥିଲେ ।…

ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟରୁ ବାବା ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ୱସ୍ତି ମିଳିଛି । ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଉଭୟ ଆଶ୍ୱସ୍ତି ପାଇଛନ୍ତି । ଏହି ଶୁଣାଣି ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ବେଞ୍ଚ ଦ୍ୱାରା…

୧୬ ବର୍ଷ ହେବ ଏହି ମହିଳା କିଛି ଖାଇ ନାହାନ୍ତି

ଅଦୀସ ଅବାବ: ଇଥିୟୋପିଆରେ ମୁଲୱର୍କ ଅମ୍ବାବ ନାମକ ଜଣେ ମହିଳା କହିଛନ୍ତି ଯେ, ସେ ୧୬ ବର୍ଷ ହେବ ଖାଦ୍ୟ, ପାନୀୟ ଗ୍ରହଣ କରି ନାହାନ୍ତି । ୨୬ ବର୍ଷୀୟା ଏହି ମହିଳାଙ୍କ କହିବା ଅନୁସାରେ ସେ ୧୦ ବର୍ଷ ପରଠାରୁ ଖାଦ୍ୟ, ପାନୀୟ ତ୍ୟାଗ କରି ଦେଇଛନ୍ତି । ମୋତେ ଭୋକ କିମ୍ବା ଶୋଷ ଲାଗୁ ନାହିଁ । ଶେଷ…

ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି, ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କଲା ଦଳ

ଭୁବନେଶ୍ୱର: ଗତକାଲି ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ଆଜି ବିଜେପି ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି । ରାଜୁ ଦାସଙ୍କୁ ପରିବର୍ତ୍ତନ କରି ପର୍ଶୁରାମ ଧଡ୍ଡାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ସୋର ବିଧାନସଭା ପାଇଁ ରାଜୁ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି।…

ଆଇପିଏଲ: ଏହି ୪ ଜଣଙ୍କ ହାତରୁ ଯାଇପାରେ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଏଥର ଆଇପିଏଲରେ ଭାରତୀୟ ଇତିହାସର ୩ ମହାନ ଖେଳାଳି ଏମଏସ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇ ନାହାନ୍ତି । ୨୦୨୫ ଆଇପିଏଲ ପୂର୍ବରୁ ମେଗା ନିଲାମ ହେବ । ପ୍ରାୟ ସମସ୍ତ ଟିମର ରୂପରେଖ ବଦଳିଯିବ । ଫ୍ରାଂଚାଇଜରମାନେ ଆଗାମୀ ୧୦ ବର୍ଷକୁ ଆଖି ଆଗରେ ରଖି…

ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲକ୍ଷ୍ନୋ : ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାମାଙ୍କନ ପାଇଁ ବାରାଣସୀର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ  ଗଙ୍ଗାରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ।…