ରଣଜୀ ଟ୍ରଫି: ମହାରାଷ୍ଟ୍ର ସ୍କୋରଠାରୁ ୬୩ ରନ ପଛରେ ଓଡିଶା
କଟକ: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ମହାରାଷ୍ଟ୍ର ବିପକ୍ଷରେ ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ମହାରାଷ୍ଟ୍ର ସ୍କୋରଠାରୁ ଓଡିଶା ୬୩ ରନ ପଛରେ ରହିଛି । ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ୧୬୨ ରନରେ ଅଲଆଉଟ ହୋଇ ଯାଇଥିଲା ।…