ପୁଷ୍ପା ରାଜ୍ଙ୍କ ବିରୋଧରେ ରୁଜୁ ହେଲା ମାମଲା
ନୂଆଦିଲ୍ଲୀ: ସାଉଥ ସିନେମା ଜଗତର ପୁଷ୍ପା ରାଜ୍ ତଥା ସୁପର୍ଷ୍ଟାର୍ ଅଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ ହେଲା ମାମଲା । ଅଲୁ ଅର୍ଜୁନ ଏବଂ YSRCP ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଉପରେ ଉପରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ନନ୍ଦୟାଲା…